EnewsOdia.Com

ଆର୍‌ଟିଓରେ ୨୨ଟଙ୍କିଆ ଲୁଟ୍‌ !

ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ଲୋକ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଆର୍‌ଟିଓ ଅଫିସରେ ଲମ୍ବା ଧାଡ଼ି ଲଗାଇଛନ୍ତି। ଏମିତି ଗୋଟିଏ ଦିନ ଯାଉନି ଯେଉଁ ଦିନ ଆର୍‌ଟିଓ ଅଫିସରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁନି। ଆର୍‌ଟିଓ ଅଫିସରେ ଦଲାଲଙ୍କ ରାଜ୍ ବଢ଼ିବାରୁ ସରକାର ଦଲାଲମୁକ୍ତ କରିବାକୁ ଚଢ଼ଉ କଲେ। କିନ୍ତୁ ଏସବୁ ସତ୍ତ୍ବେ ଆରଟିଓ ଅଫିସରେ ଏବେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆବେଦନକାରୀ ପିଛା ୨୨ଟଙ୍କା ଲୁଟୁଛନ୍ତି।

ଲର୍ଣ୍ଣିଂ ଲାଇସେନ୍ସ ପ୍ରିଣ୍ଟ ଆଉଟ୍‌ କାଢ଼ିବାକୁ ଏବେ ଆବେଦନକାରୀଙ୍କ ଠାରୁ ୨୨ଟଙ୍କା ଲେଖାଏ ଆଦାୟ କରାଯାଉଛି। ହେଲେ ଆବେଦନକାରୀଙ୍କୁ ପ୍ରିଣ୍ଟ ଆଉଟ୍ ‌ଦିଆଯାଉନି। କୁହାଯାଉଛି ଅନଲାଇନ୍‌ରେ ପଠାଯିବ ତୁମେ ପ୍ରିଣ୍ଟ ଆଉଟ୍‌ କାଢ଼ି ନେବ। ଯଦି ଆବେଦନକାରୀ ନିଜେ ଲାଇସେନ୍ସ କପିର ପ୍ରିଣ୍ଟ କାଢ଼ିବେ ତେବେ ଆର୍‌ଟିଓ ଅଫିସରେ କାହିଁକି ୨୨ଟଙ୍କା ଜମା କରିବେ ବୋଲି ପ୍ରଶ୍ନ ଉଠୁଛି।

ପଢନ୍ତୁ: ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

ସମ୍ବନ୍ଧିତ ଖବର

ବଜାରକୁ ଆସୁଛି ରୟାଲ ଇନଫିଲ୍ଡର ଥଣ୍ଡରବାର୍ଡ ବିଏସ୬ର ନୂଆ ଭର୍ସନ

Ratnamani Maharana

ଦୀପାବଳି ପାଳିବାକୁ ଦିଲ୍ଲୀରୁ ଲୁଚି ଗାଁକୁ ଚାଲିଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Ratnamani Maharana

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

Ratnamani Maharana

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

Ratnamani Maharana

ମୋଦି ସରକାରଙ୍କ ଫୋକସ୍‌ରେ CCC

Ratnamani Maharana

ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ ବେନ ବିଳ୍ସନ

Ratnamani Maharana