LIFESTYLE

ଅଣ୍ଟା ବିନ୍ଧା ଭଳି ସମସ୍ୟାରେ ପୀଡିତ ଥିଲେ ଆପଣାନ୍ତୁ କିଛି ଜରୁରୀ ଟିପ୍ସ

By ENO Beuro

October 07, 2018

ଅଣ୍ଟା ବିନ୍ଧା ଆଜିକାଲି ମୁଖ୍ୟ ସମସ୍ୟା ହୋଇଗଲାଣି । ଛୋଟଠାରୁ ବଡ ସମସ୍ତେ ଏଥିରେ ସମ୍ମୁଖୀନ ହୋଇଥାନ୍ତି । ତେଣୁ ଅନେକ ଏହାକୁ ଏହା ସାଧାରଣ ରୋଗ ବୋଲି ଭାବିଥାନ୍ତି । କିନ୍ତୁ ଏଥିପ୍ରତି ଆରମ୍ଭରୁ ସତର୍କତା ଅବଲମ୍ୱନ କରାଗଲେ ଭବିଷ୍ୟତରେ ଏହା ଗୁରୁତର ରୂପ ନେବାରୁ ରକ୍ଷା ପାଇବ ।

ସାଧାରଣତଃ ଗୋଟିଏ ସ୍ଥାନରେ ବହୁ ସମୟ ବସିବା, ସର୍ବଦା ଭାରି ଜିନିଷ ଉଠାଇବା ଦ୍ଵାରା ଅଣ୍ଟା ଉପରେ ଏହାର ପ୍ରଭାବ ପଡିଥାଏ। ଏହାବ୍ୟତୀତ ଦୁର୍ଘଟଣାର ସମ୍ମୁଖୀନ ହେଲେ ଅନେକ ସମୟରେ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ।

ଏହି ରୋଗ ହେଉଥିଲେ ବିଚଳିତ ନ ହୋଇ ଚିକିତ୍ସା କରାନ୍ତୁ । ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଆବଶ୍ୟକ ବ୍ୟାୟାମ ଓ ଔଷଧ ସେବନର ପରାମର୍ଶ ନିଅନ୍ତୁ ।

ଅଣ୍ଟା ଯନ୍ତ୍ରଣାରୁ ଉପଶମ ପାଇଁ ସରଳ ଉପାୟ:

ପଢନ୍ତୁ; ଚର୍ମ ରୋଗ ଏକଜିମା ବିଷୟରେ ଅଧିକ ଜାଣନ୍ତୁ