• Home
  • LIFESTYLE
  • କେଉଁ ବ୍ଲଡ ଗୃପର ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ ଜାଣନ୍ତୁ ?
LIFESTYLE

କେଉଁ ବ୍ଲଡ ଗୃପର ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ ଜାଣନ୍ତୁ ?

O ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଖରେ ଏହାର ଆଶଙ୍କା ଖୁବ୍ କମ୍ ଦେଖା ଯାଇଥାଏ

ଯେଉଁ ବ୍ୟକ୍ତିଙ୍କ ବ୍ଲଡ ଗୃପ A, B କିମ୍ବା AB ହୋଇଥାଏ । ସେମାନଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ । କିନ୍ତୁ O ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଖରେ ଏହାର ଆଶଙ୍କା ଖୁବ୍ କମ୍ ଦେଖା ଯାଇଥାଏ ।  ସେଥିପାଇଁ A, B ଏବଂ AB ବ୍ଲଡ ଗୃପର କୌଣସି ବ୍ୟକ୍ତି ଚିନ୍ତାନକରି ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଆମେରିକାର ୟୁଟା ଇଂଟରମାଉଂଟେନ ହାର୍ଟ ଇଂଷ୍ଟ୍ୟୁଚୁଟର ବିଶେଷଜ୍ଞ ଜାମିନ ହର୍ନଙ୍କ କହିବାନୁଯାୟୀ, ଯେତେବେଳେ ବାୟୁ ପ୍ରଦୂଷଣ ୨୫ ମାଇକ୍ରୋଗ୍ରାମ/ଘନ ମିଟରରୁ ଅଧିକ ଉପରେ ହୋଇଥାଏ । ସେତେବେଳେ O ବ୍ଲଡ ଗୃପର ବ୍ୟକ୍ତିଙ୍କୁ ଛାଡିଦେଲେ ଅନ୍ୟ ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଇଁ ବିପଦ ମାଡି ଆସିଥାଏ ।

ନିକଟରେ ହୋଇଥିବା ଗବେଷଣାରେ,ଗବେଷକମାନେ O ବ୍ଲଡ ଗୃପ ଏବଂ ଅନ୍ୟ ବ୍ଲଡ ଗୃପ ମଧ୍ୟରେ ଆନୁବଂଶିକ ଅନ୍ତରର ପରିକ୍ଷଣ କରିଥିଲେ । ଯେଉଁଥିରେ ସକାରାତ୍ମକ ଏବଂ ନକରାତ୍ମକ A, B ଏବଂ AB ବ୍ଲଡ ଗୃପ ସାମିଲ ଅଛି । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଛି ଯେ ଏହି ତିନୋଟି ବ୍ଲଡ ଗୃପକୁ ଛାଡିଦେଲେ O ବ୍ଲଡ ଗୃପରେ ହାର୍ଟ ଆର୍ଟାକ ହେବାର ଆଶଙ୍କା ଖୁବ୍ କମ୍ ।

କେଉଁ ବ୍ଲଡ ଗୃପର ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ ଜାଣନ୍ତୁ ? କେଉଁ ବ୍ଲଡ ଗୃପର ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ ଜାଣନ୍ତୁ ? blood group

ପଢନ୍ତୁ ;

ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

Related posts

ବହୁ ଉପକାରୀ ଫଳ ଅଁଳା ର ଓଷଧୀୟ ଗୁଣ ଗୁଡିକ ଉପରେ ନଜର ପକାନ୍ତୁ

Krishna Kumar Manoj

କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ! ଜାଣନ୍ତୁ ଏହି ପତ୍ରରେ ରହିଥିବା କେତେକ ଗୁଣ ସମ୍ପର୍କରେ

Krishna Kumar Manoj

ମେହେନ୍ଦୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More