News

୩୦ ଫୁଟ୍‌ ତଳକୁ ଖସିଲା ସିଲିଣ୍ଡର ବୋଝେଇ ଟ୍ରକ

ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଏକ ପୋଲ ଉପରକୁ ୩୦ ଫୁଟ୍‌ ତଳକୁ ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ଭେବେ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରିି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛି ।

baripada

ଉଲ୍ଲେଖଯୋଗ୍ୟ,ଜାମସେଦପୁରରୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ଉକ୍ତ ଟ୍ରକଟି ବାରିପଦାକୁ ଯାଉଥିଲା । ତେବେ ବିଶୋଇ ଥାନା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା । ତେବେ ଏ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚିି ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ମୃତ୍ୟୁଞ୍ଜୟ ଶ୍ରୀବାସ୍ତବଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପଢନ୍ତୁ; ସମସ୍ତ ଋଣ ଫେରାଇବେ ବିଜୟ ମାଲ୍ୟା, ଟୁଇଟ୍‌ ଜରିଆରେ ଜଣାଇଲେ

Related posts

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା କେନ୍ଦ୍ରୀୟ ହିନ୍ଦୀ କମିଟିର ୩୧ତମ ବୈଠକ

ENO Beuro

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ENO Beuro

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More