News

କମିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍

lpg

ତୈଳ ମାର୍କେଟିଙ୍ଗ କମ୍ପାନୀଗୁଡିକ ଗୁରୁବାର ଘରୋଇ ଏଲପିଜି ଦରରେ ପୁଣି ଥରେ ହ୍ରାସ କରିଛନ୍ତି। ଅଣ-ସବସିଡିଯୁକ୍ତ ଏଲପିଜି ଦରରେ ସିଲିଣ୍ଡର ପିଛା ୩୦ ଟଙ୍କା ହ୍ରାସ କରିଛନ୍ତି। ଅଣ-ସବସିଡିଯୁକ୍ତ ଏଲପିଜି ଦରର ସିଲିଣ୍ଡର ପିଛା ୩୦ ଟଙ୍କା ହ୍ରାସ କରାଯାଇଥିବା ରାଷ୍ଟ୍ରାଯତ୍ତ ଭାରତୀୟ ତୈଳ ନିଗମ(ଆଇଓସି)ପକ୍ଷରୁ ପ୍ରକାଶ। ସିଲିଣ୍ଡର ପିଛା ସବସିଡିଯୁକ୍ତ ଏଲିପିଜି ଦରରେ ୧ ଟଙ୍କା ୪୬ ପଇସା ହ୍ରାସ କରାଯାଇଛି। ମାସକ ମଧ୍ୟରେ ଏହା ତୃତୀୟ କ୍ରମାଗତ ହ୍ରାସ।

ଏହି ନୂଆ ସଂଶୋଧନ ପରେ ଅଣ ସବସିଡି ସିଲିଣ୍ଡର ଦର ହ୍ରାସ ପାଇ ୬୫୯ ଟଙ୍କା ହେବ(ଦିଲ୍ଲୀ) । ପୂର୍ବରୁ ଏହା ୬୮୯ ଟଙ୍କା ଥିଲା । ସେହିଭଳି ସବସିଡି ସିଲିଣ୍ଡର ୪୯୩ ଟଙ୍କା.୫୩ ପଇସାକୁ ହ୍ରାସ ପାଇଛି । ପୂର୍ବରୁ ଏହା ୪୯୪ ଟଙ୍କା ୯୯ ପଇସା ଥିଲା ।

ପଢନ୍ତୁ; ସିସିଟିଭିରେ ସୁନ୍ଦରୀ ଲୁଟେରା,ଜୁଏଲାରୀ ଦୋକାନରୁ ୨ ମୁଦି ଲୁଟିନେଲେ

Related posts

ଆଜି ହରିଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ENO Beuro

ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ

ENO Beuro

ପୁଣି ଥରିଲା ଇଣ୍ଡୋନେସିଆ,ରିକ୍ଟର ସ୍କେଲରେ ତୀବ୍ରତା ୫.୯

ENO Beuro

Leave a Comment