News

କମିଲା ଏଲପିଜି ଦର

ଏଲପିଜି ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୬.୫୨ ପଇସା କମିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳଦର କମିବା ପରେ ଗ୍ୟାସ ଦର କମିଥିବା ଜଣାପଡ଼ିଛି । ଗତ ନଭେମ୍ବର ୧ ତାରିଖରେ ଶେଷ ଥର ପାଇଁ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨ ଟଙ୍କା ୯୪ ପଇସା ବଢ଼ିଥିଲା।

lpg

ନୂଆଦିଲ୍ଲୀଠାରେ ଏଲପିଜି ସିଲିଣ୍ଡର ମୂଲ୍ୟ ପିଛା ଦର ୯୪୧ଟଙ୍କା ୫୦ ପଇସାରୁ ୮୦୯ଟଙ୍କା ୫୦ ପଇସାକୁ ଖସିଛି । ରିହାତି ପରେ ଉପଭୋକ୍ତାଙ୍କ ପାଇଁ ସିଲିଣ୍ଡର ପିଛା ଏଲପିଜି ଦର ୫୦୭ଟଙ୍କା ୪୨ ପଇସାରୁ ୫୦୦ଟଙ୍କା ୯୦ ପଇସାକୁ ହ୍ରାସ ପାଇଛି । ଅବଶିଷ୍ଟ ୩୦୮ଟଙ୍କା ୬୦ ପଇସା ରିହାତି ଅର୍ଥ ଉପଭୋକ୍ତା ନିଜର ବ୍ୟାଙ୍କ ଆକାଉଣ୍ଟରେ ପାଇପାରିବେ ।

ପଢନ୍ତୁ; ଆହତ ପୃଥ୍ବୀ ସ’ପ୍ରଥମ ଟେଷ୍ଟରୁ ବାଦ୍

Related posts

ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ ପାଇଁ କ୍ଷମା ମାଗିଲେ ପ୍ରିୟଙ୍କା!

ENO Beuro

ଜେଲରୁ ମୁକୁଳିଲେ ଅଭିଜିତ ଆୟାର

ENO Beuro

ଆସନ୍ତା ବଜେଟରେ ଅରୁଣ ଜେଟଲୀ ଦେଶକୁ ଦେଇପାରନ୍ତି ଏକ ବଡ଼ ଉପହାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More