Featured

ଇନ୍ଧନ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ସମସ୍ୟା! ଆଉ ମିଳିବନି ଗ୍ୟାସ ଜାଣନ୍ତୁ କାହିଁକି?

ଗ୍ୟାସ ଉପଭୋକ୍ତାଙ୍କ ପାଇଁ ସମସ୍ୟା ଦେଖାଦେଇଛି। ତଳେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା କରାଯାଇଛି ଧ୍ୟାନ ଦିଅନ୍ତୁ ନଚେତ ଭବିଷ୍ୟତରେ ଅସୁବିଧାର ସାମ୍ନା ହେବାକୁ ପଡିବ।

ସୂଚନାଅନୁଯାୟୀ,ଯଦି ଆପଣ ଆପଣଙ୍କର ଗ୍ୟାସ କନେକସନକୁ ଆଧାର ସହିତ ଲିଙ୍କ ନକରନ୍ତି ତେବେ ଆପଣ ଅସୁବିଧାରେ ପଡିବା ଏକପ୍ରକାରେ ସୁନିଶ୍ଚିତ । କାରଣ ଇଣ୍ଡିଆନ ଅଏଲ୍ କର୍ପୋରେସନ ଏଭଳି ଉପଭୋକ୍ତାଙ୍କର ଗ୍ୟାସ କନେକସନ ୩୧ ମାର୍ଚ୍ଚ ଡିସେମ୍ବରକୁ ବନ୍ଦ କରିଦେବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏବେ ଏଭଳି ଉପଭୋକ୍ତାଙ୍କୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଗ୍ୟାସ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ,ଏଭଳି ମାମଲାରେ ୧.୬୦ ଲକ୍ଷ ଗ୍ୟାସ କନେକସନ ମଧ୍ୟରୁ ବର୍ତ୍ତମାନ ମାତ୍ର ଅଧା ଲୋକ ହିଁ ଆଧାର ଲିଙ୍କ କରିଛନ୍ତି । ତେଣୁ ଯେଉଁମାନଙ୍କର ଗ୍ୟାସ କନେକସନ ବ୍ୟାଙ୍କ ଏବଂ ଆଧାର ସହିତ ଲିଙ୍କ ହୋଇନାହିଁ , ସେମାନେ ଏହି ଅସୁବିଧାରେ ପଡିବା ପୂର୍ବରୁ ତୁରନ୍ତ ଆଧାର ଲିଙ୍କ କରିଦେବାଟା ଭଲ ହେବ ବୋଲି ସୂଚନା ଦେଇଛନ୍ତି।

ପଢନ୍ତୁ;ପ୍ରତିଦିନ ଖାଆନ୍ତୁ ଭିଜା ବାଦାମ , ମିଳିବ ଅନେକ ଫାଇଦା !

Related posts

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିଲା ଲଗାମ୍ : ଆଧାର ନମ୍ବର ହେଲା ବାଧ୍ୟତାମୂଳକ

ENO Beuro

ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା

ENO Beuro

Three Chariots Of Deities Are Newly Constructed Every Year For Ratha Yatra

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More