LIFESTYLE

ଚଲାନ୍ତୁ ଜାଣିବା ଗାଲରେ ଭଉଁରୀ ଥିଲେ ବ୍ୟକ୍ତି ସ୍ୱଭାବରେ କିପରି ହୋଇଥାଏ!

ସାଧାରଣତଃ ଯେଉଁ ମାନଙ୍କ ଗାଲରେ ଭଉଁରୀ ଥାଏ ସେମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ ହୋଇଥାାନ୍ତି। ଏହା ହେଉଛି ଏକ ଦୀର୍ଘସ୍ଥାୟୀ ସୌନ୍ଦର୍ଯ୍ୟ। ଯାହାକି ସହଜରେ ମୁହଁରୁ ଲିଭେ ନାହିଁ। ମୁହଁରେ ହସ ହେତୁ ଚାପ ପଡ଼ିଲେ ଏହା ସୃଷ୍ଟି ହୁଏ। ଏହି ଭଉଁରୀ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ। ଏହା ଦ୍ୱାରା ବ୍ୟକ୍ତିର ସ୍ୱଭାବ ବି ଜାଣି ହୋଇଥାଏ।

ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଗାଲରେ ଯାହାର ଭଉଁରୀ ରହିଛି ସେମାନେ ସାଧାରଣତଃ ନିଜ ପତ୍ନୀ ବା ପତିଙ୍କୁ ଖୁବ୍‌ ଭଲପାଆନ୍ତି। ସେମାନେ ଖୁବ୍‌ ରସିକ ପ୍ରବୃତ୍ତିର ହୋଇଥାନ୍ତି।
  • ଏମାେନେ ସହଜରେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିପାରନ୍ତି। ଏମାନଙ୍କ ଅସ୍ତ୍ର ହେଉଛି ନିଜର ଭାଷା। ମିଠା କଥା ଜରିଆରେ ସେ କିଛି ବି ଜୟ କରିପାରନ୍ତି।
  • ଏମାନେ ଉପରୁ ନରମ ଦିଶୁଥିଲେ ବି ଭିତରୁ ଖୁବ୍‌ ଟାଣ ହୋଇଥାନ୍ତି। କଠିନରୁ କଠିନତମ ପରିସ୍ଥିତିକୁ ଅତି ସୁରୁଖୁରୁରେ ସମାଧାନ କରିଥାନ୍ତି।
  • ଏମାନେ ଟିକେ ମଜାଦାରିଆ ସ୍ୱଭାବର। ସବୁ କଥାକୁ ବ୍ୟାଙ୍ଗାତ୍ମକ ଶୈଳୀରେ ଉପସ୍ଥାପନା କରିବା ଏମାନଙ୍କର ଏକ ପ୍ରକାରର ଅଭ୍ୟାସ ହୋଇଥାଏ।

ପଢନ୍ତୁ; ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

Related posts

ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ “ତୁଳସୀ ପତ୍ର”, ଆସନ୍ତୁ ଜାଣିବା ଏହାର କିଛି ଔଷଧିୟଗୁଣ ସମ୍ପର୍କରେ

ENO Beuro

ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

ENO Beuro

ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More