EnewsOdia.Com

ଶୁକ୍ରବାର ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ଚଳିତବର୍ଷ ଚାରୋଟି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ପ୍ରଥମଟି ୧୦ ଜାନୁଆରୀ, ଦ୍ୱିତୀୟ ୫ ଜୁନ୍‌, ତୃତୀୟ ୫ ଜୁଲାଇ ଓ ଶେଷଟି ୩୦ ନଭେମ୍ୱରରେ ଲାଗିବ। ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ  ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ।ଭାରତ ସମେତ ଏହି ଚନ୍ଦ୍ର ଗ୍ରହଣ ଆଫ୍ରିକା, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ।

ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଗ୍ରହଣ କାଳ ଅଶୁଭ ହୋଇଥିବାରୁ ଏହି ସମୟରେ କୌଣସି ଦେବନୀତି ହେବ ନାହିଁ।

ପଢନ୍ତୁ: ୬ ଦିନ ବଦଳରେ ୪ ଦିନ କାର୍ଯ୍ୟଦିବସ ପାଇଁ ପ୍ରସ୍ତାବ

ସମ୍ବନ୍ଧିତ ଖବର

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Ratnamani Maharana

କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

Ratnamani Maharana

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

କରୋନାଭାଇରସ୍‌ ଆକ୍ରାନ୍ତଙ୍କ ଲାଗି ମାତ୍ର ୯ ଦିନରେ ୧୦୦୦ ଶଯ୍ୟାବିଶିଷ୍ଟ ବିଶାଳ ହସ୍‌ପିଟାଲ୍‌ ତିଆରି କଲା ଚୀନ୍‌

Ratnamani Maharana

୧୦୮ ଆମ୍ବୁଲାନ୍ସ ସେବାରେ ୩୦୦କୋଟିର ହେର୍ଫେର୍ ଅଭିଯୋଗ

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana