News

ମାସୁଦକୁ ବିଶ୍ଵ ଆତଙ୍କୀ ଘୋଷଣା ପ୍ରସଙ୍ଗ: ଚୀନକୁ ୨୩ ପର୍ଯ୍ୟନ୍ତ ସମୟ ଦେଲା ଜାତିସଂଘ

ଜୈ-ଇ-ମହମ୍ମଦ  ଆତଙ୍କବଦୀ ସଙ୍ଗଠନରେ ମୁଖ୍ୟ ମୌଲାନା ମାସୁଦ  ଅଝାରକୁଜାତିସଂଘ ନିରାପତ୍ତା ପରିଷଦରେ ବିଶ୍ଵ ଆତଙ୍କୁ ଭାବେ ଘୋଷଣା କରିବା ପାଇଁ ପ୍ରୟାସ ଜାରି ରହିଛି। ବିଶ୍ଵ ଆତଙ୍କି ତାଲିକାରେ ସ୍ଥାନ ପାଇଲେ ଜାତିସଂଘ  ସଦସ୍ୟ ରାଷ୍ଟ୍ରକୁ ମାସୁଦର ଗସ୍ତ  ଉପରେ ରୋକ ଲଗାଇବା। ସଂଗଠନ ପାଇଁ ପାଣ୍ଠି ସଂଗ୍ରହ  ବନ୍ଦ ହେବ ଓ ବିଭିନ୍ନ ଦେଶରେ ତାର ଥିବା ସମ୍ପତ୍ତିକୁ  ମଧ୍ୟ ଜବତ କରାଯିବ।

 

ଗତ ମାର୍ଚ ମାସରେ ବାସନ୍ଦ କମିଟି ବୈଠକରେ ଏ ସଙ୍କ୍ରାନ୍ତରେ ଆସିଥିବା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଥିଲା। ଏହି ରୋକ ହଟାଇବା ପାଇଁ ଚିନ ଆଜି ଆମେରିକା, ବ୍ରିଟେନ, ଓ ଫ୍ରାନ୍ସ ଚରମ ସୀମା  ଦେଇଛନ୍ତି। କଡି ଚୀନ ରୋକ ନ ହଟାଇବା ତେବେ ସେମାନେ ୧୨୬୭ ବାସନ୍ଦ କମିଟିକୁ  ବଡ ଦେଇ ସାନି ପ୍ରସ୍ତାବ ଆଣି ମାସୁଦକୁ ବିଶ୍ଵ ଆତଙ୍କୀ  ଭାବେ ଘୋଷଣା କରିବେ।

ପଢନ୍ତୁ: ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

Related posts

ବର୍ଷିଆନ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

Ratnamani Moharana

22nd Asian Athletics Championships – Cash Awards For Medal Winners

ENO Beuro

ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲା:୨ ଜଣ ଦୋଷୀ ସାବ୍ୟସ୍ତ

ENO Beuro

1 comment

Leave a Comment