News

ଭାରତକୁ ଆତଙ୍କବାଦୀ ମାସୁଦର ଧମକ: ଅଡିଓ କ୍ଲିପରେ ଜାରି

ମାସୁଦ ଆଜହର ଅନ୍ତଃରାଷ୍ଟ୍ରୀୟ  ଆତଙ୍କବଦୀ ଘୋଷଣାରେ ଚୀନ ରୋକ ଲଗାଇବାପରେ ଭରତ ସମେତ ସମସ୍ତ ରାଷ୍ଟ୍ର ଅସନ୍ତୁଷ୍ଟ। ତେବେ ମାସୁଦ ର ଏକ ଅଡିଓ କ୍ଲିପକୁ ପ୍ରମାଣ ଭାବେ ଜାରି କରିଛି ଭାରତ। ଏହି ଅଡିଓ କ୍ଲିପଟି ଫେବ୍ରୁୟାରୀ ୫ର ଏହି କ୍ଲିପରେ ମାସୁଦ ଆଜହର କାଶ୍ମୀରର ମୁସଲିମଙ୍କୁ ଏକାଠି ହେବାକୁ କହି କାଶ୍ମୀରକୁ ହାସଲ କରିବା କଥା କହିଛି। ସେ ଆହୁରି ମଧ୍ୟ କହିଛି କି ଯଦି କାଶ୍ମୀର ପାକିସ୍ତାନ ପାଖରେ ଆତ୍ମସମର୍ପଣ ନାକରେ ତେବେ ଏହି ନିଆଁ କେବଳ ପୁଲୱାମା ନୁହେ ସାରା ଭାରତରେ ଲାଗିବା। ଏବେ ସେ ଦିଲ୍ଲୀ, ଲକ୍ଷ୍ନୌ ଓ ମୁମ୍ବାଇକୁ ଟାର୍ଗେଟ କରିବା କଥା ମଧ୍ୟ କହିଛି।

କାଶ୍ମୀରରେ ମାସୁଦର ପୁତୁରା ତଳହ ରସିଦ୍କୁ ଭାରତୀୟ ସୁରକ୍ଷାକର୍ମୀ ଏଙକାଉନତେରରେ ହତ୍ୟା କରିଥିବାରୁ ତାହାର ପ୍ରତିଶୋଧରେ ସେ ପୁଲୱାମ ଆକ୍ରମଣ କଥା ମଧ୍ୟ କହିଛନ୍ତି। ତେବେ ଏହି ଅଡିଓ କ୍ଲିପ ପରେ ଚୀନର ପ୍ରମାଣ ଜାରି କରିବା କଥା ହୁଏତ କିଛି ମାତ୍ରାରେ ପ୍ରଭାବିତ ହୋଇବ ବୋଲି ଆଶା କରାଯାଉଛି।

ପଢନ୍ତୁ;  ଟାଇମ ମେସିନ ତିଆରି କରି ରୁଷ ରଚିଲା ଇତିହାସ

Related posts

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ENO Beuro

ବିଡର ଇନଫର୍ମେସନ ମେନେଜମେଣ୍ଟ ଉଦ୍ଘାଟନ କରିବେ ନୀତିନ ଗଡକରୀ

ENO Beuro

Odisha boy Satyarth Nayak Started Working As A Lead Writer For Sony’s Mega Serial PORUS

ENO Beuro

Leave a Comment