EnewsOdia.Com

ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

ଆଜି  ଓଡିଶାର ନମ୍ବର ୱାନ ଚ୍ୟାନେଲ Enewsodia youtube ଚ୍ୟାନେଲରେ ରିଲିଜ ହୋଇଯାଇଛି ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରାର’ ଭିଡିଓ ଭର୍ସନ। ହ୍ୟୁମାନ ସାଗର ଯେ କେବଳ ନିଜ ସ୍ଵର ମାଧ୍ୟମରେ ଓଡିଶାବାସୀଙ୍କୁ ବାନ୍ଧି ରଖିଛନ୍ତି ଏହାକୁ ସେ ଭୁଲ ପ୍ରମାଣିତ କରିଛନ୍ତି। ଏହି ଗୀତର ଭିଡିଓକୁ ଦେଖିଲେ ହ୍ୟୁମାନଙ୍କ ଦ୍ଵାରା ନିର୍ଦେଶିତ ଗୀତ ମଧ୍ୟ ତାଙ୍କ ସ୍ଵର ପରି ବହୁ ଉଚ୍ଚକୋଟିର ବୋଲି ଯେ କେହି ମାନିବାକୁ ବାଧ୍ୟ ହେବେ। ଏହି ଗୀତ ମାଧ୍ୟମରେ ନିର୍ଦେଶକ ଭାବେ ନିଜ କ୍ୟାରିୟରକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି ହ୍ୟୁମାନ। ଏହି ଗୀତଟି ନିଶ୍ଚିତ ରୂପେ ଦର୍ଶକଙ୍କ ଭଲପାଇବାକୁ ସାଉଣ୍ଟିପାରିବ ବୋଲି ଆଶା କରିଛନ୍ତି ହ୍ୟୁମାନ ସାଗର।

Dfilms ଦ୍ଵାରା ନିର୍ମିତ ଗୀତଟିକୁ ନିର୍ଦେଶନା ଦେଇଛନ୍ତି ହ୍ୟୁମାନ ସାଗର। ଏହାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ମହମ୍ମଦ ଅବିଦ। ଗୀତଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଆରଏସ କୁମାର। ଏହାକୁ ଲେଖିଛନ୍ତି ପ୍ରମୋଦ ପରିଡା।  ପ୍ରଯୋଜନା ଦେଇଛନ୍ତି ଦୀପକ କୁମାର ଜେନା। ଏଥିରେ ଅଭିନୟ କରିଛନ୍ତି ବିକାଶ ଦାସ,ଓମ,ଲିଲି,ଗୋଲ୍ଦି ଓ ଦୀପା।

ପଢନ୍ତୁ: ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ

ସମ୍ବନ୍ଧିତ ଖବର

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ

Ratnamani Maharana

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

Ratnamani Maharana

ବୟସର ୫୪ ତମ ପାହାଚରେ ପାଦ ଥାପିଲେ ସୁପରଷ୍ଟାର୍ କିଙ୍ଗ୍ ଖାନ୍

Ratnamani Maharana

ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ମାନଙ୍କ ପାଇଁ ସଲ୍‌ମାନ୍‌ଙ୍କ ଉପହାର

Ratnamani Maharana

ବାବୁସାନ ପ୍ରେମରେ ଅଶୋକ ପତି

Ratnamani Maharana