ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ଜୁନ୍ ମାସରୁ ଆଉ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବନି ସିଧା ହିତାଧିକାରୀଙ୍କ ହାତରେ ମିଳିବ ଭତ୍ତା ଟଙ୍କା। ହିତାଧିକାରୀମାନେ ପୂର୍ବଭଳି ଭତ୍ତା ଆଣିବାକୁ ମାସର ୧୫ ତାରିଖରେ ଭତ୍ତା ବଣ୍ଟନ କେନ୍ଦ୍ରକୁ ଯିବେ।
ଜୁନ୍ ମାସରୁ ଆଉ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବନି ସିଧା ହିତାଧିକାରୀଙ୍କ ହାତରେ ମିଳିବ ଭତ୍ତା ଟଙ୍କା। ହିତାଧିକାରୀମାନେ ପୂର୍ବଭଳି ଭତ୍ତା ଆଣିବାକୁ ମାସର ୧୫ ତାରିଖରେ ଭତ୍ତା ବଣ୍ଟନ କେନ୍ଦ୍ରକୁ ଯିବେ। ସେଠାରେ ସେମାନଙ୍କୁ ନଗଦ ଅର୍ଥ ଦିଆଯିବ। ଏନେଇ ବିଭାଗୀୟ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସୂଚନାନୁସାରେ, ବୟସାଧିକ ଲୋକ ଓ ଭିନ୍ନକ୍ଷମ ହିତାଧିକାର ଟଙ୍କା ଉଠାଇବା ଏବଂ ସଂଗ୍ରହ କରିବାରେ ସମସ୍ୟା ଦେଖାଦେଇଛି। ଏପରିକି ପୋର୍ଟାଲରେ ବୈଷୟିକ ତ୍ରୁଟି ଯୋଗୁ ଠିକ୍ ସମୟରେ ଭତ୍ତା ବଣ୍ଟନ କରାଯାଇପାରିନି। ଏହାକୁ ନଜରରେ ରଖି ଜୁନ୍ ମାସରୁ ଭତ୍ତା ଟଙ୍କା ଆଉ ବ୍ୟାଙ୍କ ଆକଉଣ୍ଟରେ ଜମା ହେବନି।ଯେଉଁମାନେ ବୟସାଧିକ ଓ ଭିନ୍ନକ୍ଷମ ଥିବେ ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ବିଭାଗୀୟ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।