Loading...

ମଣ୍ଡପରେ ଆଜି ବିରାଜିବେ ମା, ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା

ମଣ୍ଡପରେ ଆଜି ବିରାଜିବେ ମା, ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା

ଚଳଚଞ୍ଚଳ ହେଲାଣି ମଣ୍ଡପ । ଲାଗିଲାଣି ଗହଳି । ଆଜି ଧରାବତରଣ କରିବେ ମାଆ ଦୁର୍ଗା । ମଣ୍ଡପରେ ମାଆଙ୍କ ସପ୍ତମୀ ଓ ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା ।

ଚଳଚଞ୍ଚଳ ହେଲାଣି ମଣ୍ଡପ । ଲାଗିଲାଣି ଗହଳି । ଆଜି ଧରାବତରଣ କରିବେ ମାଆ ଦୁର୍ଗା । ମଣ୍ଡପରେ ମାଆଙ୍କ ସପ୍ତମୀ ଓ ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯିବ । 

ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ପ୍ରତ୍ୟେକ ପୂଜା ମଣ୍ଡପ ଚଳଚଞ୍ଚଳ। ଏହି ପବିତ୍ର ଦିବସରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଶାରଦୀୟ ଶୁଭେଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ୨ ହଜାର ଦୀପରେ ମା’ଙ୍କ କଳାକୃତି ନିର୍ମାଣ କରି ଗଗନୟାନର ମଧ୍ୟ ସଫଳତା କାମନା କରିଛନ୍ତି ସୁଦର୍ଶନ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.