News

ନୂଆ ବର୍ଷରେ ନୂଆ ଅବଢା ଦର, ଆରମ୍ଭ ହେବ ଅନଲାଇନ ଟିକେଟ ଦର୍ଶନ ବ୍ୟବସ୍ଥା

puri

ନୂଆ ବର୍ଷରେ ଶ୍ରୀମନ୍ଦିରରେ ଲାଗୁହେବ ନୂଆ ବ୍ୟବସ୍ଥା। ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା। ଏଥିସହ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

puri

ନୂଆ ବର୍ଷରେ ପ୍ରାୟ ୬ରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ହେବବୋଲି ଆକଳନ କରାଯାଇଛି । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବ । ଅପରପକ୍ଷରେ କେବେଠାରୁ ନୂତନ ଅଭଡ଼ା ଦର ଧାର୍ଯ୍ୟ କରାଯିବ ତାହା ସ୍ଥିର କରାଯାଇନାହିଁ । କିନ୍ତୁ ଭକ୍ତମାନେ ଯେଭଳି ଆଉ ଶୋଷଣର ଶିକାର ନହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯା ଆନନ୍ଦ ବଜାରରେଉଛି । ମହାପ୍ରସାଦ କୁଡ଼ୁଆ ଚିତ୍ର ସହ ଦର ଲେଖାଯାଇ ଫଳକ ମରାଯିବ । ବିଭିନ୍ନ ସାଇଜର ଅବଢ଼ା ହାଣ୍ଡି, ଡାଲି ଓ ତରକାରୀ ଓଳି ଦର ଫଳକରେ ରହିବ । ପ୍ରାଥମିକ ପର୍ଯ୍ୟାୟରେ ମହାପ୍ରସାଦ ଦର ତାଲିକା କରାଯାଇଥିଲେ ମଧ୍ୟ ପରିଚାଳନା କମିଟିରେ ଅନୁମୋଦନ ହୋଇନାହିଁ।

ଏହାଛଡା ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ପଢନ୍ତୁ; ଔଷଧୀୟ ଗୁଣରେ ଭରପୂର ଯୁଆଣି ଦ୍ଵାରା ଶରୀରକୁ କ’ଣ ଉପକାର ମିଳିଥାଏ ଜାଣନ୍ତୁ

Related posts

ଭୁବନେଶ୍ଵର ବିମାନ ବନ୍ଦରକୁ ଧମକ:‘ହ୍ୟାଲୋ ! ମୁଁ ପରିଡା କହୁଛି… ମୋ ଗଞ୍ଜେଇ ଛାଡିଦେ ,ନହେଲେ ଦେଖିବୁ

ENO Beuro

ପୁଣି ଥରେ ମୋଦିଙ୍କୁ ହତ୍ୟା ଧମକ

ENO Beuro

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ

ENO Beuro

Leave a Comment