Loading...

ଏଣିକି କେବଳ ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ଶ୍ରୀଜିଉଙ୍କ ମହାପ୍ରସାଦ

ଏଣିକି କେବଳ ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ଶ୍ରୀଜିଉଙ୍କ ମହାପ୍ରସାଦ

ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଆଜି ପୁଣି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଦର ନିର୍ଧାରଣ ନେଇ ନିଷ୍କର୍ଷ ବାହାରି ପାରି ନାହିଁ।

ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଆଜି ପୁଣି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଦର ନିର୍ଧାରଣ ନେଇ ନିଷ୍କର୍ଷ ବାହାରି ପାରି ନାହିଁ। ବାରମ୍ବାର ବୈଠକ ପରେ ମଧ୍ୟ ଅବଢ଼ା ଦର ଲଗାଇବା ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁନି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏଣିକି ଓମଫେଡ୍ ଘିଅରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି ଶୃଙ୍ଖଳା କମିଟି ବୈଠକରେ ଏପରି ନିଷ୍ପତି ନିଆଯାଇଛି । ଭଲ ଘିଅ ଅର୍ଥାତ ଓମ୍ଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଛି । 

ସୂଚନାନୁସାରେ, ଶୁଦ୍ଧ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ଜୋର ଦିଆଯାଇଥିଲା। ତେବେ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ଦ୍ବାରା ଅବଢ଼ା ଦର ଆହୁରି ବୃଦ୍ଧି କରିବାକୁ ପଡ଼ିବ ବୋଲି ସୁଆର ମହାସୁଆର କୋର୍‌ କମିଟିର କିଛି ସଦସ୍ୟ କହିଥିଲେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.