EnewsOdia.Com

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

ମହାରାଷ୍ଟ୍ର ମହାପରୀକ୍ଷାରେ ପାସ୍ ହୋଇଛି ବିଜେପି । ୨୮୮ ଆସନରୁ ବିଜେପି-ଶିବସେନା ମେଂଟ ଶେଷ ଖବର ସୁଦ୍ଧା ୧୫୭ ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଏବଂ ଏନସିପି ମେଂଟକୁ ଶହେଟି ସିଟ୍ ମିଳିଛି । ବଡ କଥା ହେଉଛି, ନିର୍ବାଚନ ପରେ ଏଗଜିଟ୍ ପୋଲ କରିଥିବା ଅଧିକାଂଶ ଆକଳନ ଭୁଲ୍ ସାବ୍ୟସ୍ତ ହୋଇଛି । ବିଜେପିର ମିଶନ ୨୦୦ ଆସନ ଫେଲ ମାରିଥିବା ବେଳେ ଶିବସେନାର ରେଜଲ୍ଟ ବହୁତ ଭଲ ରହିଛି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିନା ପ୍ରଚାରରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଛି ।

ଆଉ ଏବେ ପ୍ରଶ୍ନ ଉଠୁଛି କିଏ ହେବ ମୁଖ୍ୟମନ୍ତ୍ରୀ? ଦେବେନ୍ଦ୍ର ଫଡନବିସ ନା ଆଦିତ୍ୟ ଠାକରେ? ବିଜେପି-ଶିବସେନା ମେଂଟ ବିଜୟୀ ହେବା ପରେ ଏବେ ଦୁଇ ଦଳର ନଜର ମୁଖ୍ୟମନ୍ତ୍ରୀ ଆସନ ଉପରେ । ଫଡନବିସଙ୍କୁ ବିଜେପି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅଂଟା ଭିଡିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି ଶିବସେନା ।

ପଢନ୍ତୁ: ୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

ସମ୍ବନ୍ଧିତ ଖବର

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ବଜେଟ୍‌ ଦସ୍ତାବିଜ ଛାପା କାମ ପୂର୍ବରୁ ହେବ ହାଲଓ୍ୱା ବଣ୍ଟନ ଉତ୍ସବ

Ratnamani Maharana

ପୁଣି ଅଡ଼ୁଆରେ ସାଂସଦ ଅନୁଭବ ମହାନ୍ତି

Ratnamani Maharana

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

Ratnamani Maharana