EnewsOdia.Com

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରାଜନେତା ଓ ହେଭିୱେଟମାନେ ଭୋଟ ଦେଇଛନ୍ତି। ଆରଏସଏସ ମୁଖ୍ଯ ମୋହନ ଭାଗବତ ନାଗପୁର ସେଣ୍ଟ୍ରାଲରେ ନିଜର ମତଦାନ କରିଛନ୍ତି। ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ମତଦାନ କରିଛନ୍ତି। ବିଜେପି-ଶିବସେନା ମେଣ୍ଟ ୨୨୫ରୁ ଅଧିକ ଆସନରେ ବିଜୟ ଲାଭ କରିବ ବୋଲି କହିଛନ୍ତି ପୀୟୂଷ।

nitinସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ତାଙ୍କ ପତ୍ନୀ କଞ୍ଚନ ନାଗପୁରରେ ମତଦାନ କରିଛନ୍ତି। ବାରାମତିରେ ଏନସିପି ନେତା ଅଜିତ ପାୱାର ଓ ସାଂସଦ ସୁପ୍ରିୟା ସୁଲେ ମତଦାନ କରିଛନ୍ତି।

ସୋଲାପୁରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଧେ ମତଦାନ କରିଛନ୍ତି।

babita votingସେହିପରି ହରିଆଣାର ହିସାରରେ ହରିଆଣା ପ୍ରଦେଶ କଂଗ୍ରେସ କମିଟି ସଭାପତି କୁମାରୀ ଶୈଳଜା ମତଦାନ କରିଛନ୍ତି। ବଲାଲିରେ ବବିତା ଫୋଗଟ ମତଦାନ କରିଛନ୍ତି। ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ଟିକ୍‌ଟକ ଷ୍ଟାର ସୋନାଲି ଫୋଗଟ ଆଦମପୁରରେ ମତଦାନ କରିଛନ୍ତି।

ପଢନ୍ତୁ: ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

ସମ୍ବନ୍ଧିତ ଖବର

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୨୦ ଲକ୍ଷ ଡଲାର ଜରିମାନା

Ratnamani Maharana

୫-ଟି ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସୁର ରାଉତରାୟ

Ratnamani Maharana

‘ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ’

Ratnamani Maharana

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସମଗ୍ର ବିଶ୍ବ ପାଇଁ ଉଦାହରଣ

Ratnamani Maharana

ଦିଲ୍ଲୀର ବସ୍‌ରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ

Ratnamani Maharana