Entertainment

ଅଡୁଆରେ ତେଲଗୁ ଅଭିନେତା ମହେଶବାବୁ

babu

ତେଲୁଗୁ ଜଗତର ସୁପରଷ୍ଟାର ମହେଶ ବାବୁ ଏବେ ଅଡୁଆରେ ପଡିଛନ୍ତି। ହାଇଦ୍ରାବାଦ୍‌ ଜି ଏସ୍‌ ଟି କମିଶନରେଟ୍‌ ମହେଶ ବାବୁଙ୍କ ନାଆଁରେ ଥିବା ଦୁଇଟି ବ୍ୟାଙ୍କ୍‌ ଖାତାକୁ ଆଟାଚ୍‌ କରି ଦେଇଛନ୍ତି। ୨୦୦୭-୦୮ ଆର୍ଥିକ ବର୍ଷରେ ମହେଶବାବୁ ତାଙ୍କ ଆୟ ଉପରେ ଟିକସ ଦେଇ ନାହାଁନ୍ତି। ତାଙ୍କ ଉପରେ ପ୍ରାୟ ୧୮.୫ ଲକ୍ଷ ଟଙ୍କା ବକେୟା ରହିଛି। ଏହି ବକେୟା ରାଶି ଉପରେ ଜରିମାନା ଓ ସୁଧ ଆଦାୟ କରିବାକୁ ବ୍ୟାଙ୍କ ତାଙ୍କର ୨ଟି ଆକାଉଣ୍ଟକୁ ସିଲ୍‌ କରିଦେଇଛି।

babu

ଏଥିପାଇଁ ICICI ଓ Axisବ୍ୟାଙ୍କ୍‌ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଟାଚ୍ କରାଯାଇଛି। ବର୍ତ୍ତମାନ ମହେଶଙ୍କୁ ସୁଧ, ମୂଳ ଓ ଜରିମାନାକୁ ମିଶାଇ ମୋଟ ୭୩.୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ତାଙ୍କ ବ୍ୟାଙ୍କ ଖାତାକୁ Axis ବ୍ୟାଙ୍କ ସହ ଆଟାଚ୍‌ କରାଯିବା ପରେ ପ୍ରଥମ ପର୍ଯ୍ୟାୟରେ ଜିଏସ୍‌ଟି କମିସନରେଟ୍‌ ୪୨ ଲକ୍ଷ ଟଙ୍କା ଜବତ କରିଛି। ବଳକା ରାଶି ICICI ବ୍ୟାଙ୍କ୍‌ରୁ ଜବତ କରାଯିବ ବୋଲି ଜଣାପଡ଼ିଛି। ସମସ୍ତ ଟଙ୍କା ପୈଠ ନ ହେବା ପର୍ଯ୍ୟନ୍ତ ଏହି ସୁପରଷ୍ଟାର ତାଙ୍କ ଆକାଉଣ୍ଟରୁ ସ୍ୱାଭାବିକ ଭାବରେ କୌଣସି ନେଣଦେଣ କରିପାରିବେ ନାହିଁ।

ପଢନ୍ତୁ; ଆମ ଗାଁ ଆମ ବିକାଶ: ୨୧୧ ପଞ୍ଚାୟତକୁ ମିଳିଲା ୪୯.୭୩ କୋଟି

Related posts

ଏକାଠି ନଜର ଆସିବେ ସୈଫ୍-ମାଧବନ୍

ENO Beuro

‘ହାଉସଫୁଲ୍‌ –୪’ ସିନେମାରେ ଅକ୍ଷୟଙ୍କ ସହ ରୋମାନସ୍‌ କରିବେ ଏହି ନାୟିକା

ENO Beuro

ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ENO Beuro

Leave a Comment