LIFESTYLE

ଘରେଇ ଉପଚାରରେ କିଡନୀ ଷ୍ଟୋନ ଦୂର କରିବାକୁ ଚହ୍ନୁଛନ୍ତି କି ? ଆସନ୍ତୁ ଜାଣିବା କଣ ଖାଇଲେ ଏହି ରୋଗ ଦୂର ହୋଇଥାଏ

ମକ୍କା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି ଆଉ କେତେକ ଲୋକ ପସନ୍ଦ କରନ୍ତି ନାହିଁ । ଅନେକ ଲୋକ ମକ୍କା ଖାଇବାକୁ  ଘରେ ବା ଘର ବହାରକୁ ଯାଇ ମକ୍କା ଖାଇବାକୁ ଭଲ ପାଇଥାନ୍ତି । ଏବେ କିନ୍ତୁ ବିଭିନ୍ନ ଋତୁରେ ମକ୍କା ପାଇବା ସମ୍ଭବ ହେଉଛି । ମକ୍କାରେ ଭିଟାମିନ ଏ,ବି, ମିନେରଲାସ ଓ କ୍ୟାଲସିୟମର ଅଧିକ ମାତ୍ରା ରହିଛି । କିିନ୍ତୁ ବହୁ ଲୋକ ଏହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ବୋଲି ଜାଣି ନାହାନ୍ତି ।ମକ୍କା ଖାଇବା ଦ୍ଵାରା କିଡନୀ ଷ୍ଟୋନ ଦୂର ହୋଇଥାଏ।

କେବଳ ମକ୍କା ନୁହେଁ, ବରଂ ମକ୍କାର ଚୂଳ ମଧ୍ୟ ରୋଗ ପାଇଁ ଖୁବ ଉପଯୋଗୀ । ଏହା ଏକ ଗବେଷଣା ରୁ ଜଣାପଡିଛି , ଯେ ମକ୍କାର ଚୂଳରେ ମଧ୍ୟ ଖୁବ ଔଷଧିୟ ଗୁଣ ରହିଛି । ରୋଗ ସହିତ ଲଡେଇ କରିବାର ଏହାର ବିଶେଷ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ମକ୍କା ଚୂଳର ଉପକାରୀତା  ବିଷୟରେ ;

-ମକ୍କା ଚୂଳ ରକ୍ତ ଜମାଟକୁ ନିୟନ୍ତ୍ରଣ କରିଥାଏ । ଏହା ରକ୍ତରେ ଇନସୁଲିନ ମାତ୍ରାକୁ କଣ୍ଟ୍ରୋଲ କରିଥାଏ । ଯେଉଁଥିରେ ଡାଇବେଟିସ ନିୟନ୍ତ୍ରଣ ହୋଇପାରେ ।

-ଏହା ପାଚନ ତନ୍ତ୍ରକୁ ମଜବୁତ କରେ । ଏହା ଭଳ ଭାବେ ଖାଦ୍ୟ ହଜମ କରିଥାଏ । ଭୋକ ନହେଉଥିଲେ ଭୋକ ମଧ୍ୟ  ଲାଗିଥାଏ ।
• କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିଥାଏ । ଏହା ଧମନୀରେ ଜମା ହୋଇଥିବା କୋଲେଷ୍ଟ୍ରେଲକୁ ବାହାର କରିଦେଇଥାଏ ।
• ମକ୍କାର ଚୂଳ କୋଲେଷ୍ଟ୍ରେଲକୁ କମ କରିବା ଯୋଗୁ ହୃଦରୋଗରୁ ରକ୍ଷା ମିଳିଥାଏ।

– କିଡନୀରେ ଜମା ହୋଇଥିବା ବିଷାକ୍ତ ନାଇଟ୍ରେଟକୁ ବାହର କରିବାରେ ସହାୟତା ହୋଇଥାଏ ମକ୍କା ଚୂଳ । ଯାହା ଫଳରେ କିଡନୀ ଷ୍ଟୋନ ହେବାର ଭୟ ଦୂର ହୋଇଯାଇଥାଏ ।

-ଏହା ଗଲବ୍ଲାଡର ସଂକ୍ରମଣ ହେବାକୁ ଦିଏ ନାହିଁ।

ପଢନ୍ତୁ ;

ଗହଣାର ଚମକକୁ ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

କେଶ ସମସ୍ୟାକୁ ଦୂର କରେ ଗେଣ୍ଡୁ ଫୁଲ ,ଜାଣନ୍ତୁ କିପରି ?

ENO Beuro

ଆପଣଙ୍କୁ ଅତ୍ୟଧିକ ହାକୁଡି ଆସୁଛି କି? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ENO Beuro

Leave a Comment