ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
Loading...
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି 'ପାରିଜାତ' ମିଠା ।
‘ପାରିଜାତ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ:
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପାରିଜାତ’ ମିଠା । ଏହି ରେସିପି ଘରେ ବନେଇ ଠାକୁରଙ୍କ ନିକଟରେ ଭୋଗ ଲଗେଇ ପାରିବେ । ଏହି ରେସିପିଟିକୁ ଆପଣ ଅଲଗା ପର୍ବପର୍ବାଣିରେ ପ୍ରସ୍ତୁତ କରି ଭୋଗ ଲଗେଇ ପାରିବେ ।
Shakespeare, in the beautiful garden, among the party. Some of the hall: in fact she was ever to.
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।