୩ ଦେଶରେ ଅଗଷ୍ଟ ୨୫ରୁ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

odisha

ମେକ ଇନ୍ ଓଡ଼ିଶା କନକ୍ଳେଭରେ ଅଧିକ ରୁ ଅଧିକ ପୁଞ୍ଜି ନିବେଶ ପାଇଁ ସଂସ୍ଥା ମାନଙ୍କୁ ଆକ୍ରୁଷ୍ଟ କରିବେ ସରକାର। ସେଥିଲାଗି ଅଗଷ୍ଟ ୨୫ରୁ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ବିଦେଶରେ କରିବେ ରୋଡ ସୋ

odisha

ଏଥିପାଇଁ ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ, ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ନେଇ ଏକ ପ୍ରତିନିଧି ଦଳ ଯିବେ । ପ୍ରତିନିଧି ଦଳ ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ବିଭିନ୍ନ ଶିଳ୍ପପତିଙ୍କ ସହ ଓ୍ଵାନ ଟୁ ଓ୍ଵାନ ଆଲୋଚନା କରିବେ । ମେକ ଇନ ଓଡ଼ିଶାରେ ଭାଗ ନେବାକୁ ଆମନ୍ତ୍ରଣ ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରାଯିବ । ଆସନ୍ତା ନଭେମ୍ବରରେ ଆୟୋଜିତ ହେବ ମେକ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣ । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି।

ପଢନ୍ତୁ;ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More