ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
Loading...
ଆଜି ଆମେ ବନେଇବା ‘ମଟନ୍ ସିକ୍ କବାବ୍’ । ଏହି ରେସିପିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।
ଘରେ ଆପଣ ମଟନର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନ୍ର ଏକ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ବନେଇବା ‘ମଟନ୍ ସିକ୍ କବାବ୍’ । ଏହି ରେସିପିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।
‘ମଟନ୍ ସିକ୍ କବାବ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ମଟନ୍ କିମା, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ଧନିଆ ପତ୍ର, ତେଲ, କାଜୁ ପେଷ୍ଟ, କ୍ରିମ୍, ବେସନ, ଅଣ୍ଡା କେଶର, କଟା ଲେମ୍ବୁ ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ମଟନ୍ ସିକ୍ କବାବ’। ଏହି ରେସିପିଟିକୁ ଟଚଣୀ ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
Shakespeare, in the beautiful garden, among the party. Some of the hall: in fact she was ever to.
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।