• Home
  • ASTRO
  • VASTU
  • ଆସନ୍ତୁ ଜାଣିବା ,କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ
VASTU

ଆସନ୍ତୁ ଜାଣିବା ,କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ

ଜୋତିଷ୍ୟଶାସ୍ତ୍ର ଅନୁସାରେ , ସବୁଦିନର ଗ୍ରହ ଅଲଗା ଅଲଗା  ସ୍ଵାମୀ ହୋଇଥାଏ । ଯଦି ସେହି ଅନୁସାରେ ତିଲକ ଲଗାଇବେ ତାହାଲେ ସେହିଦିନରେ ଥିବା ଗ୍ରହକୁ ଅନୁକୂଳ ବନାଇଯାଇପାରିବ । ଆସନ୍ତୁ ଜାଣିବା କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ-

  • ସୋମବାରରେ ସ୍ଵାମୀ ଗ୍ରହ ଚନ୍ଦ୍ରମା ହୋଇଥାଏ । ଏହି ଦିନକୁ ଅନୁକୂଳ ବନେଇରଖିବାକୁ ଦହି ଚନ୍ଦନ ଲଗାନ୍ତୁ , ଏହାଦ୍ଵାରା ଦିମାଗ ଥଣ୍ଡା ଏବଂ ଶାନ୍ତ ରହିଥାଏ ।
  • ମଙ୍ଗଳବାର , ଏହି ଦିନ ମଙ୍ଗଳଗ୍ରହର ପ୍ରଭାବ ରହିଥାଏ । ଏହି ଦିନରେ ରକ୍ତଚନ୍ଦନ ଅଥବା ସିନ୍ଦୁର ତିଲକ ଲଗାଇବଦ୍ଵାରା ଶୁଭ ଫଳପ୍ରଦ ହୋଇଥାଏ ।

ଜାଣନ୍ତୁ ବାକି ଦିନରେ କେଉଁ ତିଲକ ଲଗାଇଲେ ଶୁଭ ହୋଇଥାଏ –

  • ବୁଧବାର ଦିନ ବୁଧଗ୍ରହ ରହିଥାଏ । ଏହି ଗ୍ରହର ସ୍ଵାମୀ ପ୍ରଭୁ ଗଣେଶ ହୋଇଥାନ୍ତି ,ତାଙ୍କର  ସିନ୍ଦୁର ତିଲକ ପ୍ରିୟ ଅଟେ। ସେଥିପାଇଁ ବୁଧୁବର ଦିନ ସିନ୍ଦୁରର ତିଲକ ଲଗେଇବା ଦରକାର ।
  • ଗୁରୁବାର ଦିନ ବୃହସ୍ପତିଙ୍କ ଦିନ ହୋଇଥାଏ , ଏହି ଦିନର ରଙ୍ଗ ହଳଦିଆ ଅଟେ । ପ୍ରତେକ ଗୁରୁବାର ଦିନ ହଳଦୀ କିମ୍ବା କେଶରର ଟୀକା ଲଗାନ୍ତୁ । ଏହାଦ୍ଵାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ଶରୀର ଆରୋଗ୍ୟ ରହିଥାଏ ।
  • ଶୁକ୍ରବାରରେ ସ୍ଵାମୀ ଶୁକ୍ରଗ୍ରହ ରହିଥାନ୍ତି । ଏହିଦିନରେ ସିନ୍ଦୁର ଅଥବା ରକ୍ତ ଚନ୍ଦନ ଲଗେଇବାଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୁର୍ଦ୍ଧୀ ଆସିଥାଏ ।
  • ଶନିବାର ଦିନ ସ୍ଵାମୀ ଗ୍ରହ  ଶନି ମହାରାଜ ରହିଥାନ୍ତି । ତାଙ୍କୁ ଖୁସି ଏବଂ ସନ୍ତୁଷ୍ଠ ରଖିବାକୁ ବିଭୁତି କିମ୍ବା ରକ୍ତ ଚନ୍ଦନ ଲଗାନ୍ତୁ ।
  • ସୂର୍ଯ୍ୟ ଦେବତା ରବିବାର ଦିନ ପ୍ରକଟ ହୋଇଥାନ୍ତି । ଏହିଦିନରେ ଚନ୍ଦନ ଲଗାନ୍ତୁ ଶୁଭଫଳ ପାଇବା ସହ ମନ ଶାନ୍ତି ମଧ୍ୟ  ରହିଥାଏ ।

ଆସନ୍ତୁ ଜାଣିବା ,କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ tilak on head

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦ୍ଵାରା ପାଖରେ ଏହି ୫ଟି ଜିନିଷ ରଖନ୍ତୁ ନାହିଁ

Related posts

ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ?

Krishna Kumar Manoj

ସପ୍ତାହରେ କେଉଁ ଦିନ ନଖ ଏବଂ କେଶ କାଟିବାକୁ ବାରଣ କରାଯାଏ ,ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More