ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି । ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଉଭୟ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି ।
ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି । ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଉଭୟ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି । ଖୋଲାଖୋଲି ଭାବରେ ନିଜ ସମ୍ପର୍କକୁ ପ୍ରକାଶ କରୁଥିବା ବେଳେ ପ୍ରାୟ ସ୍ଥାନରେ ଏକଠି ନଜର ଆସୁଛନ୍ତି। ବର୍ତ୍ତମାନ ଆଲୋଚନା ସବୁଆଡେ ହେଉଛି କି ଏହି ଦମ୍ପତି ଖୁବ୍ ଶୀଘ୍ର ବିବାହ କରିବେ ।
ଆଜ୍ଞା ହଁ, ଖୁବ୍ ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇପାରେ। ମଲାଇକା ଏବଂ ଅର୍ଜୁନ ବିବାହ କରିବେ। ଏନେଇ ମଲାଇକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହାକୁ ସୂଚିତ କରିଛନ୍ତି। ପୋଷ୍ଟ ସେୟାର କରି କହିଛନ୍ତି ଆଇ ସେଡ୍ ୟେସ୍… ଯେଉଁଥିରେ ସେ ଲାଜଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋ ଦେଖି ପ୍ରଶଂସକମାନେ ନା ନା କଳ୍ପନା କରୁଥିବାବେଳେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ୟୁଜର୍ସ ମଲାଇକା- ଅର୍ଜୁନଙ୍କୁ ଅଭିନନ୍ଦନ ଦେଉଥିବାର ନଜର ଆସିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।