Entertainment

ଖୁବଶୀଘ୍ର ମଲାଇକାକୁ ବିବାହ କରିବେ ଏହି ବଲିଉଡ ଅଭିନେତା

malaika

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ସହ ଡେଟ୍‌ କଥାକୁ କିଛି ଦିନତଳେ ଅସ୍ୱୀକାର କରିଥିଲେ ବଲିଉଡର ହଟ୍‌ ଗାର୍ଲ ମଲାଇକା ଅରୋରା। ମଲାଇକା ଓ ଅର୍ଜୁନ ଙ୍କ ପ୍ରେମସମ୍ପର୍କକୁ ନେଇ ଚର୍ଚା ଜୋର ଧରିଛି। ଏମିତି ବି କୁହାଯାଉଛି ଅରବାଜ୍‌ ଖାନ୍‌ ଓ ମଲ୍ଲାଇକା ଅରୋରା ଖାନ୍‌ଙ୍କ ଛାଡପତ୍ରର କାରଣ ହେଉଛନ୍ତି ଅର୍ଜୁନ କପୁର।

arjun

ଅର୍ଜୁନ କପୁର ଓ ମଲାଇକା ଆରୋରା ଖୁବଶୀଘ୍ର ବିବାହ କରିବେ । ମିଲାନ ଏୟାରପୋର୍ଟରେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ଏନେଇ ଦୁହେଁ ମୁହଁ ଖୋଲିନଥିଲେ ମଧ୍ୟ ଖୁବ୍ ଶୀଘ୍ର ଖୁଲାସା କରିବେ ।

ମଲାଇକା ଏବେ କଲର୍ସ ଚାନେଲରେ ପ୍ରସାରିତ ରିୟାଲିଟି ସୋ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ଜଜ୍ ଅଛନ୍ତି । ସୋରେ ମଲାଇକାଙ୍କ ସହ କିରଣ ଖେର ଓ କରଣ ଜୋହର ମଧ୍ୟ ଜଜ୍ ଅଛନ୍ତି । ଅର୍ଜୁନ କପୁର ଏଠାକୁ ନିଜ ଫିଲ୍ମର ପ୍ରମୋସନ ପାଇଁ ଆସିଥିଲେ । ତେବେ ଏଠାରେ ସେ ମଲାଇକାଙ୍କ ହାତ ଧରି ଷ୍ଟେଜ ଉପରକୁ ନେଇଥିଲେ । ଦୁହେଁ ଏକାଠି ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା ।

ପଢନ୍ତୁ;ଢେଙ୍କାନାଳ:ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

Related posts

ଟ୍ୟାକ୍ସ-ଫ୍ରି ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡମ୍ୟାନ୍‌’

ENO Beuro

କେଉଁ କାରଣରୁ କରଣଙ୍କ ସିନେମାକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ , ଜାଣନ୍ତୁ କାରଣ କ’ଣ ?

ENO Beuro

ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନର ଆୟ ୬.୮୨କୋଟି

ENO Beuro

Leave a Comment