EnewsOdia.Com

‘ମଲଙ୍ଗ’ର ପୋଷ୍ଟରରେ ଭିନ୍ନ ଲୁକ୍‌ରେ ନଜର ଆସିଲେ ଆଦିତ୍ୟ

ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ର ପ୍ରଥମ ପୋଷ୍ଟର ଶୁକ୍ରବାର ସାମ୍ନାକୁ ଆସିଛି। ଏଥିରେ ଆଦିତ୍ୟ ତାଙ୍କ ପୂର୍ବ ଚଳଚ୍ଚିତ୍ରଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି।

ପୋଷ୍ଟରରେ ଆଦିତ୍ୟ ବିନା ସାର୍ଟରେ ଥିବା ବେଳେ ରାଗରେ ଚିଲ୍ଲାଉଥିବା ଦେଖିବାକୁ ମିଳିଛି। ଶରୀରରେ ଶିର ସମ୍ପୂର୍ଣ୍ଣ ଦେଖାଯିବା ସହ ଆର୍ମି ଷ୍ଟାଇଲର କେଶ ଓ ଦାଢି ରଖିଛନ୍ତି। ତାଙ୍କର ଏହି ଲୁକ୍‌ରେ ଉତ୍ତେଜନା ପରିଷ୍କାର ଦୃଶ୍ୟମାନ ହେଉଛି। ଆଦିତ୍ୟ ନିଜେ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହା ସହିତ ଆସନ୍ତା ୬ ତାରିଖରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବ ବୋଲି ଆଦିତ୍ୟ ସୂଚନା ଦେଇଛନ୍ତି।

ପଢନ୍ତୁ: ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ ବୋଲି କହିଲେ ରୋହିତ ଶେଟ୍ଟୀ

ସମ୍ବନ୍ଧିତ ଖବର

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

Ratnamani Maharana

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା

Ratnamani Maharana

୨ ଦିନରେ ୨୮ କୋଟି ଲୋକ ଦେଖିଲେ ‘ଛପାକ’ର ଟ୍ରେଲର ରିଲିଜ

Ratnamani Maharana

କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ଜେଲ୍‌!

Ratnamani Maharana

ବନ୍ଦ ହୋଇଯିବ ଦୀପିକାଙ୍କ ଟେଲି-ସୋ ‘କବଚ… ମହାଶିବରାତ୍ରୀ’

Ratnamani Maharana

ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ ବୋଲି କହିଲେ ରୋହିତ ଶେଟ୍ଟୀ

Ratnamani Maharana