News

ନିଶା କାରବାର ଅଭିଯୋଗରେ ମାଲାୟାଲମ ଅଭିନେତ୍ରୀ ଗିରଫ 

drug

ନିଶା କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ରବିବାର କେରଳ ପୁଲିସ ସେଠାକାର ଜଣେ ଲୋକପ୍ରିୟ ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ଅଶ୍ୱଥୀ ଏବଂ ତାଙ୍କ ଡ୍ରାଇଭର କୌଣସି ଗ୍ରାହକଙ୍କୁ ଡ୍ରଗ୍ସ ବିକ୍ରି କରିବାକୁ ଅପେକ୍ଷା କରିଥିବା ବେଳେ ଥ୍ରୀକକ୍କକାରା ପୋଲିସ ଗିରଫ କରିଛି ।

drug

ସେମାନଙ୍କ ପାଖରୁ ଏମ୍‌ଡିଏମ୍‌ ନାମକ ଏକ ଡ୍ରଗ ଜବତ କରିଛି ପୋଲିସ । ସୂଚନା ପାଇ ପୁଲିସ ସେଠାରେ ଚଢଊ କରିଥିଲା ଏବଂ ଉଭୟଙ୍କୁ କାବୁ କରିଥିଲା। ଅଶ୍ୱଥୀ ତିରୁଅନନ୍ତପୁରମରେ ରହୁଥିବା ବେଳେ ସେ ଅନେକ ଫିଲ୍ମ ଏବଂ ସିରିଏଲରେ କାମ କରିସାରିଛନ୍ତି ।

ଅନ୍ୟପକ୍ଷରେ ଏମ୍‌ଡିଏମ୍‌ ଲେଟ୍‌ ନାଇଟ୍‌ ପାର୍ଟିରେ ବ୍ୟବହାର କରାଯାଏ । ଏହା ପ୍ରଥମ ମାମଲା ନୁହେଁ ଯେ, ଡ୍ରଗ୍ସ ପାଇଁ କଳାକାର ଗିରଫ ହୋଇଛନ୍ତି ।

ପଢନ୍ତୁ;  ସରକାରୀ ହସ୍ପିଟାଲରେ ଭୟାବୟ ଅଗ୍ନିକାଣ୍ଡ,୬ ମୃତ ୧୪୭ ଆହତ

Related posts

୭ହାତୀ ମୃତ୍ୟୁ ଘଟଣା: ୩ଜଣ ଗିରଫ

ENO Beuro

973 MSME Units Get Incentives In Odisha – Chief Minister Naveen Patnaik

ENO Beuro

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :୨ଜଣ ସାବାଳକଙ୍କ ବିବାହ ନିଷ୍ପତ୍ତିିରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ

ENO Beuro

Leave a Comment