26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଅଗଷ୍ଟ ୧୬କୁ ‘ଖେଲା ହୋବେ ଦିବସ’ ଭାବେ ପାଳନ କରିବେ ମମତା

ନିର୍ବାଚନ ପ୍ରଚାର ବେଳେ ସେ ବ୍ୟବହାର କରୁଥିବା ‘ଖେଲା ହୋବେ’ ନାରା ଏବେ ଆହୁରି ବ୍ୟାପକ ହେବ। ଏଣିକି ଅଗଷ୍ଟ ୧୬କୁ ‘ଖେଲା ହୋବେ ଦିବସ’ ଭାବେ ପାଳନ କରାଯିବ। ଯେଉଁ ପର୍ଯ୍ୟନ୍ତ ସମଗ୍ର ଦେଶରୁ ବିଜେପିକୁ ହଟାଇ ଦିଆଯାଇ ନାହିଁ, ସେ ଯାଏ ଖେଲା ହୋବେ ବୋଲି ସେ କହିଛନ୍ତି।ସହିଦ ଦିବସରେ ଆୟୋଜିତ ଭର୍ଚୁଆଲ ସଭାରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହି ଦିନ ସବୁ ଗରିବ ପିଲାଙ୍କୁ ମାଗଣାରେ ଫୁଟବଲ ବଣ୍ଟାଯିବ। ଯେଉଁ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ବିଜେପିକୁ ପରାସ୍ତ କରାଯାଇ ନାହିଁ, ସେଯାଏ ଖେଲା ହୋବେ।

ପଶ୍ଚିମବହ୍ଗରେ ମମତା ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ଥମିବାରେ ନା ଧରୁନାହିଁ  । ଗୋଟେପଟେ ନିର୍ବାଚନୀ ହିଂସାରେ ପଶ୍ଚିମବଙ୍ଗରେ ସାଧାରମ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁକୁ ନେଇ ବିଜେପି ସାଧାରଣ ସଭା ଜରିଆରେ ରାଜ୍ୟ ସରକାରକୁ ବିରୋଧ କରିଆସୁଛି  । ଅନ୍ୟପଟେ ମମତାଙ୍କ ସରକାର କେନ୍ଦ୍ର ଜାତୀୟ ସଂସ୍ଥା ଗୁଡ଼ିକୁ ନିୟୋଜିତ କରି ଅସ୍ଥିରତା ସୃଷ୍ଟି କରୁଥିବା ନେଇ ଆଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ  । ଯାହାକୁ ନେଇ ସେ ଖେଲା ହବେ କାର୍ଯ୍ୟକ୍ରମ ଚଳାଇବାକୁ ସ୍ଥିର କରିଛନ୍ତି  ।

ପଢନ୍ତୁ:  ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

Related posts

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana

ବାଦଲକୁ କରେଣ୍ଟ ସକ୍ ଦେଇ ଦୁବାଇରେ କରାଗଲା ବର୍ଷା

Ratnamani Maharana

ବାତ୍ୟା ‘ସିଆରା’ର ତାଣ୍ଡବ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More