POLITICALS

ମମତା ଓ ବିଜେପି ଲଢେଇରେ ନୟାନ୍ତ ଡାକବିଭାଗ

Dd

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   ଓ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଲଢେଇର ପରିଣାମ ଡାକବିଭାଗକୁ ଭୋଗିବାକୁ ପଡୁଛି। ମମତାଙ୍କ ବାସଭବନ ଅନ୍ତର୍ଗତ କାଳୀଘାଟ ପୋଷ୍ଟ ଅଫିସରେ ଗତ କିଛି ଦିନ ମଧ୍ୟରେ ହଜାର ହଜାର ପୋଷ୍ଟ କାର୍ଡ ଜମା ହେଉଛି। ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ମମତାଙ୍କ ନାମରେ ଗଦାଗଦା ପୋଷ୍ଟକାର୍ଡ ଆସୁଥିବା ବେଳେ ତାଙ୍କ ଘର ପାଖ ଡାକଘର ଏବେ ପୋଷ୍ଟକାର୍ଡରେ ଭରିଗଲାଣି।

F

ଦକ୍ଷିଣ କୋଲକାତାର କାଲିଘାଟ ଡାକଘର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର। ମମତା ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଡାକ ନବା ଆଣିବା ପାଇଁ ଡାକ ବିଭାଗ ଜଣେ ଡାକ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ତେବେ ବର୍ତମାନ ଆସୁଥିବା ମମତାଙ୍କ ଠିକଣାରେ ଆସିଥିବା ହଜାର ହଜାର ପୋଷ୍ଟକାର୍ଡ  ସଟିଂ କରି କର୍ମଚାରୀ ତାଙ୍କ ଘରକୁ ବୋହି ବୋହି ଥକିପଡିଲେଣି।

ନିକଟରେ ମମତା ଜୟ ଶ୍ରୀରାମ ଧ୍ବନୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥି ପାଇଁ ଏଭଳି ଧ୍ବନୀ ଦେଇଥିବା ବିଜେପି କର୍ମୀମାନଙ୍କୁ ପୋଲିସ ଗିରଫ କରିଥିଲା। ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମମତାଙ୍କ ଠିକଣାରେ ସାରା ଦେଶରୁ ‘ଜୟ ଶ୍ରୀ ରାମ’ ଲେଖାଥାଇ ପ୍ରତ୍ୟହ ହଜାର ହଜାର ପୋଷ୍ଟକାର୍ଡ ପହଞ୍ଚୁଛି।

Se

ପଢନ୍ତୁ: ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

Related posts

ସିବିଆଇ ରିମାଣ୍ଡରେ ଚିଦାମ୍ବରମ : ୨୬ ପର୍ଯ୍ୟନ୍ତ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି

Ratnamani Moharana

କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବେ ସୁମିତ୍ରା ଜେନା

Ratnamani Moharana

୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ : ସୋନିଆ ଗାନ୍ଧି

ENO Beuro

1 comment

Leave a Comment