News

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ବଲିଉଡ଼ ଅଭିନେତ୍ରୀ ଜରିନ୍‌ ଖାନ୍‌ ଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆରେ ଜରୀନ୍‌ଙ୍କ କାର୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ନୀତେଶ ଗୋରାଲ୍‌(୩୧)। ତାଙ୍କ ଘର ଗୋଆର ରାଜଧାନୀ ପାନାଜୀ ଠାରୁ ୧୩ କି.ମି. ଦୂର ମାପୁସାରେ ବୋଲି ଜଣାପଡ଼ିଛି। ଏହି ଘଟଣା ପାଇଁ ଜରିନ୍‌ ଖାନ୍‌ ଦୁଃଖିତ ଥିବା କହିଛନ୍ତି।

zaren1

ସୂଚନାଯୋଗ୍ୟ, ଦୁର୍ଘଟଣା ବେଳେ କାର୍‌ରେ ଜରିନ୍‌ ଓ ତାଙ୍କ ଡ୍ରାଇଭର ଥିଲେ ବୋଲି ପୁଲିସ୍‌ କହିଛି। ଅନ୍ୟପଟେ ଏନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ‘ହାଉସ୍‌ଫୁଲ୍‌ ୨’ ,’ହେଟ୍‌ ଷ୍ଟୋରୀ ୨’, ଓ ‘ଭିର୍‌’ ଫଲ୍ମରେ ଜରିନ୍‌ ଅଭିନୟ କରିଛନ୍ତି।

ପଢନ୍ତୁ; ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

Related posts

ଆଜି ହରିଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ENO Beuro

ମାଡ଼ି ଆସୁଛି ସମସ୍ୟା ; ଭାରତକୁ ଚାରିପଟୁ ଘେରିବାକୁ ଉଦ୍ୟମ ଚଳାଇଛି “ଚୀନ୍‌”

ENO Beuro

ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିର ସେବାୟତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More