EnewsOdia.Com

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ଗୁଜରାଟର ବାସିନ୍ଦା ପ୍ରହ୍ଲାଦ ମାତାଜୀ ନାମକ ଜଣେ ସାଧୁ ଦାବି କରି କହିଛନ୍ତି ଯେ, ୧୯୪୦ ମସିହାରୁ ସେ କିଛି ଖାଇନାହାନ୍ତି ଓ ପିଇନାହାନ୍ତି। ୨୦୧୦ ମସିହାରେ ତାଙ୍କ କକ୍ଷରେ ୩ଟି କ୍ୟାମେରା ଲଗାଯାଇଥିଲା ଓ ୨୪ ଘଣ୍ଟା ତାଙ୍କ ଉପରେ କଡା ନଜର ରଖାଯାଇଥିଲା। ଏଥିରୁ ଜଣା ପଡିଥିଲା ଯେ, ବାବା କେବଳ ଅକ୍ସିଜେନ ଓ ସୂର୍ଯ୍ୟକିରଣରେ ବଞ୍ଚିଛନ୍ତି।

     ପ୍ରହଲାଦ ଜଣେ ଭାରତୀୟ ସାଧୁ। ସେ ପ୍ରତିଦିନ ସକାଳେ ୪ଟାରେ ଉଠନ୍ତି। ତାପରେ ସେ ଧ୍ୟାନ କରନ୍ତି। ୧୯୪୦ ମସିହାରୁ ସେ ଏହି ପ୍ରକ୍ରିୟା କରିଆସୁଛନ୍ତି।

       ତାଙ୍କର ଏହି ଦାବି କରିବା ପରେ ବାବାଙ୍କ ଉପରେ ଦୁଇଟି ପରୀକ୍ଷଣ କରାଯାଇଥିଲା। ପ୍ରଥମ ପରୀକ୍ଷଣ ୨୦୦୩ ମସିହା ଓ ଦ୍ବିତୀୟ ପରୀକ୍ଷଣ ୨୦୧୦ ମସିହାରେ କରାଯାଇଥିଲା।

      ଏଥିରେ ତାଙ୍କୁ କୌଣସି ସୁବିଧା ଦିଆଯାଇନଥିଲା ଓ ତାଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା।

    ୧୦ ଦିନ ଯାଏଁ ତାଙ୍କୁ କ୍ୟାମେରା ନଜରରେ ରଖାଯାଇଛି ବୋଲି କୁହାଯାଇନଥିଲା। ସେହି ସମୟରେ ତାଙ୍କ ଶରୀରର କୌଣସି ପରିବର୍ତ୍ତନ ଦେଖାଯାଇନଥିଲା।

ହେଲେ ବାବାଙ୍କୁ ଏମିତି ଦେଖି ଗବେଷକମାନେ ଆଚମ୍ବିତ ହୋଇଥିଲେ।  ମଣିଷ ନଖାଇ ନପିଇ ଏତେ ଦିନ ବଞ୍ଚିବା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ ସତ ହେଲେ ତାଙ୍କ ଶରୀରର ସବୁ ଅଙ୍ଗ ମଧ୍ୟ ସଠିକ୍‌ ଭାବେ କାମ କରୁଛି।

ପଢନ୍ତୁ: ଚାକିରି ଖାଉଛି ମାନ୍ଦାବସ୍ଥା

ସମ୍ବନ୍ଧିତ ଖବର

ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

Ratnamani Maharana

ଓଡିଶା ଆସିନି କରୋନା!

Ratnamani Maharana

ଶୁକ୍ରବାର ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

Ratnamani Maharana

ସ୍ମୃତି ଇରାନୀଙ୍କ ନୂଆ ରୂପ

Ratnamani Maharana

ସରକାରଙ୍କ ନୂଆ ଯୋଜନା, ଶିଶୁ କନ୍ୟା ଜନ୍ମ ହାର ବୃଦ୍ଧି ଓ କନ୍ୟା ସନ୍ତାନଙ୍କ ସୁରକ୍ଷା

Ratnamani Maharana

ମ୍ୟାଚ୍ ପୂର୍ବରୁ ମେଫେୟାର ହୋଟେଲରେ ମସ୍ତି ମୁଡରେ ଟିମ୍ ଇଣ୍ଡିଆ

Ratnamani Maharana