News

ବାଲୁକାକଳାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

ଗୋଆର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କର ବିୟୋଗରେ କାଲି ରାଷ୍ଟ୍ରୀୟ ଶୋକ ପାଳନ କରଯାଇଥିଲା। ବାଲୁକାଶିଳ୍ପ  କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ମାନସ ସାହୁ ବାଲୁକା କଳା ମାଧ୍ୟମରେ ପରିକରଙ୍କୁ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଛନ୍ତି। ସେ ପୁରୀ ବେଳାଭୂମିରେ ୧୦ଫୁଟ ଓସାରର ଏକ ବାଲୁକାକଳା ନିର୍ମାଣ କରି ମନୋହର ପାରିକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ TRIBUTE TO GOA CM MR MANOHAR PARIKAR ଲେଖିଛନ୍ତି।

ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମନୋହର ଗୋପାଳକ୍ରିଷ୍ଣା ପ୍ରଭୁ ପାରିକର ଖାଲି ନିଜର ସଚ୍ଚୋଟତା  ନୁହେଁ ବରଂ ନିଜର ସରଳ ଓ ନିରାଡମ୍ବର ଜୀବନ ଯାପନ ପାଇଁ ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ ।

ପଢନ୍ତୁ; ଅନିଲ ଆମ୍ବାନୀକୁ ଆର୍ଥିକ ସାହାର୍ଯ୍ୟ କରି ଗିରଫରୁ ବଞ୍ଚାଇଲେ ମୁକେଶ ଆମ୍ବାନୀ

 

Related posts

ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ENO Beuro

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

ରଥଯାତ୍ରାରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ENO Beuro

Leave a Comment