ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଏକ ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ସୁନାର ହଲମାର୍କିଂକୁ ନେଇ ଏହି ନିୟମ ଲାଗୁ ହେବାକୁ ଯାଉଛି। ବିନା ହଲ୍ମାର୍କ ହୋଇନଥିବା ସୁନା ଗହଣା ବିକ୍ରି କରିବେନି ଦୋକାନୀ।
ଏକ ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ସୁନାର ହଲମାର୍କିଂକୁ ନେଇ ଏହି ନିୟମ ଲାଗୁ ହେବାକୁ ଯାଉଛି। ବିନା ହଲ୍ମାର୍କ ହୋଇନଥିବା ସୁନା ଗହଣା ବିକ୍ରି କରିବେନି ଦୋକାନୀ। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ନିଧି ଖାଙ୍କ କହିବାନୁସାରେ, ଗ୍ରାହକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହଲ୍ମାର୍କ ହୋଇନଥିବା ସୁନା ଗହଣାଗୁଡ଼ିକର ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ।
ସୂଚନାନୁସରେ, ଅଳଙ୍କାର କିଣାବିକା ବେଳେ ସମସ୍ତ ପ୍ରକାରର ସୂଚନା ହଲ୍ମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ପୋର୍ଟାଲରେ ଦେବାକୁ ହେବ। ଏଥିରେ ଗହଣା ତିଆରି କରିଥିବା ଲୋକର ନାମରୁ ନେଇ ଗହଣାର ଓଜନ, ଦାମ ସବୁକିଛି ଉଲ୍ଲେଖ କରାଯିବ।ଏହି ହଲମାର୍କି ନିୟମ ଲାଗୁ ହେବା ପରେ ସବୁଠାରୁ ଅଧିକ ଫାଇଦାରେ ରହିବେ ଗ୍ରାହକ। ସେମାନେ ନିଜର ୧୪, ୧୮, ୨୦, ୨୨, ୨୩ କ୍ୟାରେଟ୍ ସୁନାକୁ ବଦଳାଇ ହଲମାର୍କ ସୁନାରେ ପରିଣତ କରିବେ। ଏଥିପାଇଁ ସେମାନଙ୍କୁ ବ୍ୟବସାୟୀଙ୍କୁ ଅତିରିକ୍ତ ୩୫ ଟଙ୍କା ଦେବାକୁ ପଡ଼ିବ।ଗ୍ରାହକଙ୍କ ନିକଟରେ ହଲମାର୍କ ସୁନା ରହିଲେ ଦୋକାନୀ ଆଉ ଏହା କହି ଗ୍ରାହକଙ୍କୁ ଫେରାଇ ଦେଇ ପାରିବେ ନାହିଁ ଯେ ଏ ସୁନା ଆମ ଦୋକାନର ନୁହେଁ। ଏହା ମୁହାଁମୁହିଁ ହେବ ନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।