News

ମେଡିକାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ମନୋହର ପାରିକର

parrikar

ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଶନିବାର ବିଲମ୍ଭିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି। ୬୩ ବର୍ଷୀୟ ପାରିକର ଅଗ୍ନାଶୟ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ପାରିକରଙ୍କୁ ପ୍ରାୟ ୪୮ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ ବୋଲି ଡକ୍ଟର ସୂଚନା ଦେଇଛନ୍ତି।

ମେଡିକାଲର ବାହାରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ଶନିବାର ଦିନ କିଛି ମିଡିଆ ରିପୋଟର ମାନେ ଏହା ଜଣାଇଥିଲେ ଯେ ମନୋହର ପାରିକର ଲାଇଫ୍ ସପୋର୍ଟରେ ଅଛନ୍ତି। ଯାହାକୁ ଗୋଆ ର ବରିଷ୍ଠ ମୁଖ୍ୟମନ୍ତ୍ରୀ ଖାରଜ କରିଦେଇଛନ୍ତି।

ଏହାପୂର୍ବରୁ ପାରିକର ଗୋଆ, ମୁମ୍ବାଇ, ନ୍ୟୁୟର୍କ ଓ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସା କରାଇସାରିଛନ୍ତି।

ପଢନ୍ତୁ; ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

Ratnamani Moharana

୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

ENO Beuro

Leave a Comment