LIFESTYLE

ଛାତିରେ କେଶ ଥିବା ବ୍ୟକ୍ତି ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଜାଣନ୍ତୁ ଏହାର କାରଣ

hair

ସାଧାରଣ ଭାବେ ଦୁଇ ପ୍ରକାରର ପୁରୁଷ ଦେଖିବାକୁ ମିଳିଥାନ୍ତି । କେତେକଙ୍କ ଛାତିରେ କେଶ ଥାଏ ଏବଂ ଆଉ କେତେକଙ୍କର ଛାତିରେ କେଶ ନ ଥାଏ। ତେବେ ଯେଉଁ ପୁରୁଷମାନଙ୍କ ଛାତିରେ କେଶ ରହିଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ବୋଲି କୁହାଯାଏ ।

ତେବେ ଆସନ୍ତୁ ଜାଣିବା ଛାତିରେ କେଶ ଥିଲେ ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ-

ଶାସ୍ତ୍ର ଅନୁସାରେ, ଯେଉଁ ପୁରୁଷର ଛାତିରେ ଅଧିକ କେଶ ରହିଥାଏ ସେ ଅଧିକ ଶାନ୍ତ ସ୍ବଭାବର ହୋଇଥାନ୍ତି। ଏପରିକି ଅଧିକ ଭାବୁକ ହେବା ସହ ମହିଳାଙ୍କ ମାନଙ୍କୁ ଅଧିକ ଆର୍କଷିତ କରାଇଥାନ୍ତି। ଏପରିକି ଏହି ବର୍ଗର ପୁରୁଷ ଶରୀରିକ ମଜବୁତ ମଧ୍ୟ ହୋଇଥାନ୍ତି।

hair

ଯଦି କୌଣସି ପୁରୁଷର ଛାତିରେ କମ କେଶ ରହିଥାଏ। ତେବେ ସେ ଧନବାନ, ବୁଦ୍ଧିମାନ୍ ଏବଂ ସଙ୍ଗୀତ ପ୍ରତି ରୁଚି ରଖିଥିବା ବ୍ୟକ୍ତି ହୋଇଥାନ୍ତି।

ଚଉଡ଼ା ଛାତିଥିବା ପୁରୁଷ ଅଧିକ ଧନୀ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଅଧିକ ପରିଶ୍ରମୀ ହେବା ସହ ସମାଜରେ ନିଜର ଏକ ଖ୍ୟାତି ପ୍ରସ୍ତୁତ କରିଥାନ୍ତି।

ପଢନ୍ତୁ; କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହ

Related posts

କଣ ଆପଣଙ୍କ ପିଲାମାନେ ଚିଡ଼ଚିଡ଼ା ସ୍ଵଭାବର ! ତେବେ ଜାଣି ରଖନ୍ତୁ ଏହାର କାରଣ କଣ ହୋଇପାରେ

ENO Beuro

ଦିନକୁ ବେଶୀ ସମୟ ବାଇକ୍ ଚଳାଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

ହଜମ କ୍ରିୟା ଓ ମଳକଣ୍ଟକରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ଏକ ସହଜ ଯୋଗାସନ ବିଷୟରେ

ENO Beuro

Leave a Comment