Loading...

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବିଦେଶରେ ପୁଣି କରୋନା କାୟା ବିସ୍ତାର କରିବା ପରେ ଭାରତରେ ସତର୍କତାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କୁ ଚେତାଇଦେଇଛନ୍ତି । ସାରା ଦେଶରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରାକୁ ଯଥାଶୀଘ୍ର ବନ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ବିଦେଶରେ ପୁଣି କରୋନା କାୟା ବିସ୍ତାର କରିବା ପରେ ଭାରତରେ ସତର୍କତାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କୁ ଚେତାଇଦେଇଛନ୍ତି । ସାରା ଦେଶରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରାକୁ ଯଥାଶୀଘ୍ର ବନ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ମାଣ୍ଡଭିୟ କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଏ । ଯଦି ତାହା ସମ୍ଭବ ନୁହେଁ ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାଶୀଘ୍ର ଏହାକୁ ରଦ୍ଦ କରାଯାଉ । ରାହୁଲଙ୍କୁ ଚିଠି ଲେଖି ମାଣ୍ଡଭିୟ କହିଛନ୍ତି ଯେ, ରାଜସ୍ଥାନରେ ଜାରି ଥିବା ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇକୁ କଡାକଡି ଭାବେ ପାଳନ କରାଯାଉ । ମାସ୍କ, ଓ ସାଇଟାଇଜରର ବ୍ୟବହାର କରାଯାଉ । ଯାତ୍ରାରେ କେବଳ ଭ୍ୟାକ୍ସିନ ନେଇଥିବା ଲୋକେ ହିଁ ଅଂଶଗ୍ରହଣ କରନ୍ତୁ । ନଚେତ୍ ଏହି ଅଭିଯାନକୁ ବନ୍ଦ କରାଯାଉ’


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.