SPORTS

କ୍ଷମା ମାଗିଲେ ମାରାଡୋନା

ଆର୍ଜେଣ୍ଟିନାର ଫୁଟ୍‌ବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା କ୍ଷମା ମାଗିଛନ୍ତି। ଚଳିତ ଫିଫା ବିଶ୍ୱକପ୍‌ରେ କଲମ୍ବିଆ ବିପକ୍ଷ ମ୍ୟାଚରେ ଇଂଲଣ୍ଡର ପେନାଲ୍ଟି ଶୁଟ୍‌ ଆଉଟ ମ୍ୟାଚରେ ଦାୟିତ୍ୱରେ ଥିବା ରେଫରିଙ୍କ ନିରପେକ୍ଷତା ନେଇ ସେ ପ୍ରଶ୍ନ ଉଠାଇଥିଲେ।

ସୂଚନାଯୋଗ୍ୟ,ଇଂଲଣ୍ଡ ମ୍ୟାଚ୍‌ରେ କଲମ୍ବିଆ ଖେଳାଳି ପକ୍ଷପାତିତାର ଶିକାର ହୋଇଥିଲେ ବୋଲି ମାରାଡୋନା ଅଭିଯୋଗ କରିବା ସହ ଗିଗର ବେସବଲ୍‌ ବିଷୟରେ ବହୁତ ଜାଣିଛନ୍ତି ହେଲେ ତାଙ୍କର ଆଦୌ ଫୁଟବଲ୍‌ ଜ୍ଞାନ ନାହିଁ ବୋଲି କହିଥିଲେ। ଏହାକରି ସେ ଗିଗରଙ୍କ ମ୍ୟାଚ୍‌ ପରିଚାଳନା ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ଇଂଲଣ୍ଡ ବିଜୟକୁ ସେ ସ୍ମରଣୀୟ ଡକାୟତି ଭାବେ ବର୍ଣ୍ଣନା କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ କିନ୍ତୁ ଫିଫା ସହଜରେ ଗ୍ରହଣ କରି ନଥିଲା। ମାରାଡୋନାଙ୍କୁ ଫିଫା ପରୋକ୍ଷରେ ତାଗିଦ କରିଥିଲା।

ଗୁରୁବାର ମାରାଡୋନା ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଲେଖା ପ୍ରକାଶ କରି କ୍ଷମା ମାଗି ନେଇଛନ୍ତି।

ପଢନ୍ତୁ; ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା

Related posts

ହକି ବିଶ୍ୱକପ୍‌ ସହ ଯୋଡ଼ି‌ହେଲା ଟାଟା ଷ୍ଟିଲ୍‌

ENO Beuro

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର

ENO Beuro

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ENO Beuro

Leave a Comment