ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଏବେ ମାର୍ଗଶିର ମାସ ଚାଲୁଛି। ହିନ୍ଦୁ ପଞ୍ଚାଙ୍ଗର ନବମ ମାସ ହେଉଛି ମାର୍ଗଶିର ମାସ। ଏହାକୁ ଅଗହନ ମାସ ମଧ୍ୟ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ ନିଜେ ଗୀତାରେ କହିଛନ୍ତି ‘ମାସନାଂ ମାର୍ଗଶିରୋହମ’।
ଏବେ ମାର୍ଗଶିର ମାସ ଚାଲୁଛି। ହିନ୍ଦୁ ପଞ୍ଚାଙ୍ଗର ନବମ ମାସ ହେଉଛି ମାର୍ଗଶିର ମାସ। ଏହାକୁ ଅଗହନ ମାସ ମଧ୍ୟ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ ନିଜେ ଗୀତାରେ କହିଛନ୍ତି ‘ମାସନାଂ ମାର୍ଗଶିରୋହମ’। ଅର୍ଥାତ ସମସ୍ତ ମାସ ମଧ୍ୟରେ ମାର୍ଗଶିର ମୋର ସ୍ୱରୂପ। ଏଣୁ ଏହି ମାସରେ ଶ୍ରୀକୃଷ୍ଣଙ୍କ ସ୍ୱତନ୍ତ୍ର ପୂଜା କରିବାର ପରମ୍ପରା ହିନ୍ଦୁ ଧର୍ମରେ ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛି। ଶ୍ରୀକୃଷ୍ଣଙ୍କୁ ଭକ୍ତମାନେ ତାଙ୍କର ବିଭିନ୍ନ ରୂପରେ ପୂଜା କରିଥାନ୍ତି।
ମାସର ଅନ୍ତିମ ଦିନ ଅର୍ଥାତ ପୂର୍ଣ୍ଣିମା ତିଥିରେ ଯେଉଁ ନକ୍ଷତ୍ର ଥାଏ ସେହି ନକ୍ଷତ୍ର ନାମ ଅନୁସାରେ ମାସର ନାମକରଣ ହୁଏ। କାର୍ତ୍ତିକମାସର ପୂର୍ଣ୍ଣିମାରେ ମୃଗଶିରା ନକ୍ଷତ୍ର ରହିଥାଏ। ଏଣୁ ମାସଟି ମାର୍ଗଶିର ନାମରେ ଜଣାଯାଏ। ୧୧ ନଭେମ୍ବରରୁ ଡିସେମ୍ବର ୧୨ ତାରିଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସରେ ଲୋକେ ଯେଉଁ ପୂଜା, ବ୍ରତ ଆଦି ପାଳନ କରନ୍ତି ତା ବଦଳରେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ମାନ୍ୟତା ରହିଛି।
ଏହିମାସରେ ନଦୀରେ ସ୍ନାନର ବିଶେଷ ମହତ୍ୱ ରହିଛି। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ଲାଗି ଧ୍ୟାନ କରିବା ବେଳେ ଭଗବାନ ମାର୍ଗଶିର ମାସରେ ଯମୁନା ନଦୀରେ ସ୍ନାନ କଲେ ମୋତେ ପ୍ରାପ୍ତ କରାଯାଇପାରେ ବୋଲି କହିଥିଲେ। ଏଣୁ ସେବେଠାରୁ ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାର ପ୍ରଥା ପ୍ରଚଳିତ ରହିଛି।
ଏହିମାସରେ ଶ୍ରୀକୃଷ୍ଣଙ୍କ ବାଳ ଗୋପାଳ ରୂପକୁ ଆରାଧନା କଲେ ବିଶେଷ ପୂଣ୍ୟ ପ୍ରାପ୍ତି ହୁଏ। ଏଭଳି କୌଣସି ପ୍ରତିମା ଯଦି ଘରେଥାଏ ତେବେ ଦକ୍ଷିଣାବର୍ତ୍ତ ଶଙ୍ଖରେ ପ୍ରତିମାକୁ ଅଭିଷେକ ପୂର୍ବକ ହଳଦିଆ ରଙ୍ଗରବସ୍ତ୍ର ପିନ୍ଧାଇ ବିଭିନ୍ନ ମିଠା ଓ ପିଠା ଭୋଗ କରାଯାଏ। ଏହି ମାସରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ତୀର୍ଥ କରିବାର ବି ମାନ୍ୟତା ରହିଛି।
ମାନ୍ୟତା ରହିଛି ଯେ ମାର୍ଗଶୀର ମାସରେ ନିୟମିତ ଭାବରେ ନଦୀରେ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ସ୍ତ୍ରୀମାନେ ଯଦି ନଦୀରେ ସ୍ନାନ କରନ୍ତି ତେବେ ତାଙ୍କର ବୈବାହିତ ଜୀବନ ସୁଖମୟ ରହିଥାଏ। ଏହି ମାସରେ ଶଙ୍ଖର ପୂଜା ମଧ୍ୟ କରନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।