ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ଅନେକ ଥର ଦେଖା ଯାଏ କି କିଛି ବିବାହିତ ମହିଳା ମାନେ ନିଜର ସୁହାଗ ଜିନିଷ ଅନ୍ୟ ମହିଳା ମାନଙ୍କ ସହିତ ସେଆର କରି ଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ପ୍ରକାରର ଅଭ୍ୟାସ ଦ୍ୱାରା ଆପଣଙ୍କୁ ଜୀବନ ସାରା ପସ୍ତେଇବାକୁ ପଡି ପାରେ ।
ଅନେକ ଥର ଦେଖା ଯାଏ କି କିଛି ବିବାହିତ ମହିଳା ମାନେ ନିଜର ସୁହାଗ ଜିନିଷ ଅନ୍ୟ ମହିଳା ମାନଙ୍କ ସହିତ ସେଆର କରି ଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ପ୍ରକାରର ଅଭ୍ୟାସ ଦ୍ୱାରା ଆପଣଙ୍କୁ ଜୀବନ ସାରା ପସ୍ତେଇବାକୁ ପଡି ପାରେ । ତାହେଲେ ଆସନ୍ତୁ ଜାଣିବା ସୁହାଗ ସହିତ ଯୋଡିତ କେଉଁ ସବୁ ଜିନିଷ ଅନ୍ୟ ମହିଳା ମାନଙ୍କ ସହିତ ସେଆର କଲେ ଆପଣଙ୍କ ଜୀବନ ଉପରେ ଏହାର କଣ ପ୍ରଭାବ ପଡି ଥାଏ ।
1) ମଥା ର ସିନ୍ଦୁର:-
ସୁହାଗ ର ଚିହ୍ନ ଭାବରେ ସିନ୍ଦୁର ଏକ ଖାସ ଜିନିଷ ଅଟେ । ଯଦି ଆପଣ ଆପଣଙ୍କର ସିନ୍ଦୁର ଡବା ରୁ ଅନ୍ୟ ମହିଳା ମାନଙ୍କୁ ସିନ୍ଦୁର ପିନ୍ଧିବା ପାଇଁ ଦେଇ ଥାନ୍ତି ତେବେ ଏହି ଅଭ୍ୟାସ ବନ୍ଦ କରି ଦିଅନ୍ତୁ । ଯଦି ଦେବାର ଅଛି ତେବେ ଭଗବାନ ଙ୍କ ପାଖରେ ଲାଗି ଥିବା ସିନ୍ଦୁର ଡବା ରୁ ସିନ୍ଦୁର ଦେଇ ପାରିବେ । କାହିଁକିନା ନିଜେ ବ୍ୟବହାର କରୁଥିବା ସିନ୍ଦୁର ଅନ୍ୟ କେହି ବିବାହିତ ମହିଳା କୁ ଲଗେଇବାକୁ ଦେଲେ ଆପଣଙ୍କ ସୌଭାଗ୍ୟ ଉପରେ ସଙ୍କଟ ଆସି ଥାଏ ।
2) ବିବାହ ଯୋଡ଼ା:-
ବିବାହ ଦିନ ପିନ୍ଧିଥିବା ଚୁନେରୀ, ହଳଦିଆ ଶାଢ଼ୀ ଭୁଲରେ ବି କାହାକୁ ପିନ୍ଧିବା ପାଇଁ ଦେବେ ନାହିଁ । କାହିଁକି ନା ଏମିତି କରିବା ଦ୍ୱାରା ଆପଣଙ୍କ ର ସୌଭାଗ୍ୟ ହାନି ହୋଇ ଥାଏ ।
3) ମଥା ର ଟୀକା:-
ସୁହାଗ ର ଚିହ୍ନରେ ବିନ୍ଦି ବି ଏକ ପ୍ରମୁଖ ଅଟେ । ଯଦି କୌଣସି ସମ୍ପର୍କୀୟ କିମ୍ବା ବନ୍ଧୁବାନ୍ଧବ ଙ୍କର ବିନ୍ଦି ଆବଶ୍ୟକ ତୋ ନୂଆ ବିନ୍ଦି ଦିଅନ୍ତୁ । ନିଜେ ପିନ୍ଧି ଥିବା ବିନ୍ଦି ଉତାରି ଦେବାର ମାନେ ଏହା କି ଆପଣ ଆପଣଙ୍କର ସ୍ୱାମୀର ପ୍ରେମ ବାଣ୍ଟୁଛନ୍ତି । ଏଥିପାଇଁ କେବେବି ଭୁଲରେ ବି ଏମିତି କରନ୍ତୁ ନାହିଁ ।
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।