Loading...

ରାଜ୍ୟକୁ ପୁଣି ଫେରିଲା ମାସ୍କ କଟକଣା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବାଧ୍ୟତା ମୂଳକ କଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟକୁ ପୁଣି ଫେରିଲା ମାସ୍କ କଟକଣା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବାଧ୍ୟତା ମୂଳକ କଲା ସ୍ୱାସ୍ଥ୍ୟ ବିଭାଗ

ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ ।

ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ । ରାଜ୍ୟରେ ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ମାସ୍କ କଟକଣା ଫେରିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି।ସୋମବାର ଦିନ ଏ ସଂକ୍ରାନ୍ତରେ ସବୁ ସିଡିଏମ୍‌ଓ ଓ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।ଏଥିସହିତ ବନ୍ଦ କୋଠରୀରେ ଯଦି ଏକାଧିକ ଲୋକ ରୁଣ୍ଡ ହୋଇଥିବେ ତେବେ ସେ କ୍ଷେତ୍ରରେ ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.