Loading...

ବ୍ରିଟେନ୍ ମାସ୍କ ମୁକ୍ତ ଘୋଷଣା କଲେ ବୋରିସ ଜନସନ୍

ବ୍ରିଟେନ୍ ମାସ୍କ ମୁକ୍ତ ଘୋଷଣା କଲେ ବୋରିସ ଜନସନ୍

ସାରା ବିଶ୍ୱରେ କରୋନା ମାହାମାରୀ ବଢି ଚାଲିଥିବା ବେଳେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

ସାରା ବିଶ୍ୱରେ କରୋନା ମାହାମାରୀ ବଢି ଚାଲିଥିବା ବେଳେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ହଟାଇବା ନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ବୋରିସ୍ ଜନସନ୍ କହିଛନ୍ତି, ବୈଜ୍ଞାନିକଙ୍କ ମତ ଅନୁସାରେ ଦେଶରେ କରୋନାର ନୂଆ ଭାରିଆଂଟ ଓମିକ୍ରନର ୱେଭ ଶୀର୍ଷରେ ପହଂଚିସାରିଛି । ଏପରି ସ୍ଥିତିରେ ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ହଟାଯାଇଛି ବୋଲି କହିଛନ୍ତି । କଟକଣା ହଟାଯାଇଥିବାରୁ ଏବେ ଲୋକେ ଘରେ ଆଉ ୱାର୍କ ଫ୍ରମ୍ ହୋମ୍ କରିପାରିବେ ନାହିଁ । ଏବେ ଲୋକେ ଚାହିଁଲେ ସାର୍ବଜନୀନ ସ୍ଥାନରେ ବିନା ମାସ୍କ ପିନ୍ଧି ବୁଲି ପାରିବେ । ଏହା ସହ ଖୁବ୍ ଶୀଘ୍ର ସ୍କୁଲରେ ଅନାବଶ୍ୟକ ମାସ୍କ ପିନ୍ଧିବା କଟକଣା ରହିବ ନାହିଁ ବୋଲି କହିଛନ୍ତି ବୋରିସ ଜନସନ୍ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.