Loading...

ମେ’ ତୃତୀୟ ସପ୍ତାହରେ ମାଟ୍ରିକ ଓ ଶେଷ ସପ୍ତାହରେ ପ୍ରକାଶ ପାଇଁ ପରୀକ୍ଷା ଫଳ

ମେ’ ତୃତୀୟ ସପ୍ତାହରେ ମାଟ୍ରିକ ଓ ଶେଷ ସପ୍ତାହରେ ପ୍ରକାଶ ପାଇଁ ପରୀକ୍ଷା ଫଳ

ଚଳିତ ମାସ ଅର୍ଥାତ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ତରଫରୁ ତାରିଖ ଧାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଚଳିତ ମାସ ଅର୍ଥାତ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ତରଫରୁ ତାରିଖ ଧାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । କୌଣସି ମୂହୁର୍ତ୍ତରେ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଆସିପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଅନ୍ୟପଟେ ମେ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ ଖାତାଦେଖା ଆଜି ସରିବ । ତାରିଖ ଧାର୍ଯ୍ୟ ହୋଇନଥିଲେ ସୁଦ୍ଧା ମେ ଶେଷ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.