News

୨୨ରୁ ଆରମ୍ଭ ମାଟ୍ରିକ ପରୀକ୍ଷା,୮ରେ ମିଳିବ ଆଡମିଟ କାର୍ଡ

matric-exam

୧୦ଟାରୁ ଆରମ୍ଭ ହେବ ପରୀକ୍ଷା

ଏ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆସନ୍ତା ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ। ଚଳିତ ବର୍ଷ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ପରୀକ୍ଷା ସିଟିଂରେ ଏଥର ପରିବର୍ତ୍ତନ କରାଯାଇଛି। ପ୍ରଥମ ସିଟିଂ ସକାଳ ୧୦ଟାରୁ ସାଢେ ୧୨ଟା ଓ ଦ୍ୱିତୀୟ ସିଟିଂ ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ଏଥିପାଇଁ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ର ଓ ୩୦୪ଟି ନୋଡାଲ ସେଣ୍ଟର ହୋଇଛି। ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ଗଠନ କରାଯାଇଛି ୬୯୩ଟି ଡେସପାଚ୍‌ ଟିମ୍‌। ଏବର୍ଷ ପରୀକ୍ଷା ଦିନ ସକାଳେ ହବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ,। ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ରଗୁଡିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସେଣ୍ଟର ସୁପରଭାଇଜର ହିଁ ମୋବାଇଲ ବ୍ୟବହାର କରିପାରିବେ।

ପଢନ୍ତୁ;  ମଧ୍ୟମ ବର୍ଗଙ୍କୁ ଆକୃଷ୍ଟ କରିଛନ୍ତି କେନ୍ଦ୍ର ସରକାର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ

Related posts

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ENO Beuro

ସୁଟିଂ ସେଟରେ ଅଘଟଣ :ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅନୁଭବ 

ENO Beuro

ଆରବିଆଇ ମୁଦ୍ରାନୀତି: ଶସ୍ତା ହେବ ଇଏମ୍‌ଆଇ

ENO Beuro

Leave a Comment