News

ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ: ବୋର୍ଡ ସମ୍ପାଦକ ରମାଶିଷ ବେହେରା

ଚଳିତ ବର୍ଷ ମାଟ୍ରିକ  ପରୀକ୍ଷା ଫେବ୍ରୁଆରି ୨୨  ରୁ ଆରମ୍ଭ ହୋଇ ମାର୍ଚ ୮ ତାରିଖରେ ସାରିଥିଲା। ପରୀକ୍ଷା ପରେ ମାର୍ଚ ୨୫ରୁ ଖାତା ଦେଖା ଆରମ୍ଭ ହୋଇ  ଆଜି ଏକ ପ୍ରକାର ଶେଷ ହୋଇଛି। ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବା ପାଇଁ ବୋର୍ଡ ପକ୍ଷରୁ ଜୋରଦାର ପ୍ରସ୍ତୁତି କରୁଛି। ଯଦି ସବୁକିଛି ଠିକ ରୁହେ ତେବେ ପରୀକ୍ଷା ଫଳ ଆସନ୍ତା ମେ‘ ମାସ ପ୍ରଥମ ସପ୍ତାହରେ ବାହାରିବ। ଆଜି ବୋର୍ଡ କାର୍ତୁପକ୍ଷ ଏହି ସୂଚନା ଦେଇଛନ୍ତି।

ଏହି ବର୍ଷ ମାଟ୍ରିକ ସମେତ ମଧ୍ୟମା ସଂସ୍କୃତ ଏସୋଏସସି  ପରୀକ୍ଷାରେ ମୋଟ ପାଞ୍ଚଳକ୍ଷ ଅଠସ୍ତରି ହଜାର ସାତଶହ କୋଡିଏ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତେବେ ମୂଲ୍ୟାୟନର ପରବର୍ତ୍ତୀ କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଏ ତାହାଲେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ। ସାମାନ୍ୟ ବିଳମ୍ବ ହେଲେ ଏହା ଦ୍ଯିତୀୟ ସପ୍ତାହରେ ପ୍ରକାଶ ପାଇପାରେ ବୋଲି କହିଛନ୍ତି ବୋର୍ଡ ଅଧକ୍ଷ।

ପଢନ୍ତୁ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କର ଆଜି ଓଡିଶା ଗସ୍ତ

Related posts

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro

‘ସାଲୋମ ବଲିଉଡ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଲେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ

ENO Beuro

ଆଜି ସନ୍ଧ୍ୟାରେ ଶପଥ ନେବେ ଓଡିଶାର ନୂତନ ରାଜ୍ୟପାଳ ଗଣେଶୀ ଲାଲ !

ENO Beuro

Leave a Comment