News

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ଫଳ

Mt

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା  ଫଳ। ସୋମବାର ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ପୂର୍ବରୁ ମେ ତୃତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ବାତ୍ୟା ପାଇଁ ଫଳ ପ୍ରକାଶନରେ ବିଳମ୍ବ ହୋଇଛି ।  ରାଜ୍ୟ ବାହାରେ ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମରେ ଚାଲିଥିବା ମାର୍କ ପ୍ରୋସେଙ୍ଗ୍ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିଛନ୍ତି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି  ।ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

ମ୍ୟାଟ୍ରିକ୍‌ ରେଜଲ୍ଟ ବୋର୍ଡ଼ ୱେବସାଇଟ୍‌ www.bseodisha.ac.in ଓ www.bseodisha.nic.in ଉପଲବ୍ଧ ହେବ। ଯେଉମାନଙ୍କ ପାଖରେ ଇଣ୍ଟରନେଟ୍‌ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖିରୋଲ୍‌ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ମିଳିବ।

ପଢନ୍ତୁ: ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

Related posts

ଛୋଟିଆ ଗାଁରୁ “ପରିବର୍ତ୍ତନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ଏଚ୍‌ଡିଏଫ୍‌‌ସି ବ୍ୟାଙ୍କ

ENO Beuro

ଆଜି ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Ratnamani Moharana

ଲଣ୍ଡନରେ ବନ୍ଧା ହେଲେ ନୀରବ

ENO Beuro

Leave a Comment