Loading...

ସରିଲା ମାଟ୍ରିକ ଖାତାଦେଖା, ମେ' ତୃତୀୟ ସପ୍ତାହରେ ଆସିବ ପରୀକ୍ଷା ଫଳ

ସରିଲା ମାଟ୍ରିକ ଖାତାଦେଖା, ମେ' ତୃତୀୟ ସପ୍ତାହରେ ଆସିବ ପରୀକ୍ଷା ଫଳ

ସରିଲା ମାଟ୍ରିକ ଖାତାଦେଖା । ମାଟ୍ରିକ ଖାତାଦେଖା ସରି ଥିବା ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ସରିଲା ମାଟ୍ରିକ ଖାତାଦେଖା । ମାଟ୍ରିକ ଖାତାଦେଖା ସରି ଥିବା ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ମେ' ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବା ନେଇ ସୂଚନା ମିଳିଛି । ତ୍ରୁଟି ଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ପ୍ରକାଶ ନେଇ ଲକ୍ଷ୍ୟ ରହିଛି ।

ସୂଚନାନୁସାରେ, ପୂର୍ବ ନିର୍ଦ୍ଧାରିତ 12ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଖାତାଦେଖା କାର୍ଯ୍ୟ ଶେଷ ହେବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.