News

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଶହେ କେନ୍ଦ୍ରରେ ୨୬,୬୪୩ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ପର୍ଯ୍ୟନ୍ତ ଚାଲିବ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓଏମ୍‌ଆର୍‌ ଓ ୧୦ଟାରୁ ସାଢ଼େ ୧୧ଟା ଯାଏଁ ଦୀର୍ଘ ଉତ୍ତରମୂଳକ ପରୀକ୍ଷା କରାଯିବ। ଚଳିତ ବର୍ଷ ଏହି ସପ୍ଲିମେଂଟାରୀ ପରୀକ୍ଷା ଦେବା ନିମନ୍ତେ ପରିକ୍ଷାର୍ଥୀ ମାନଙ୍କ ପାଇଁ ୧୦୦ଟି ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଛି ଏଥିରେ ମୋଟ ୨୬,୬୪୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ଗଲା ୧୭ତାରିଖରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୧ତାରିଖ ସଂଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିବା ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍‌ ସୂଚନା ଦେଇଛନ୍ତି ।

ପଢନ୍ତୁ : ଆଖିର ଦୃଷ୍ଟି ଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Related posts

ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ

ENO Beuro

‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଧର୍ମେନ୍ଦ୍ରଙ୍କ ଚିଠି, ବରଗଡ-ନୂଆପଡା ରେଳଲାଇନକୁ ବିଜେପୁର ଦେଇ ନିଆଯାଉ

ENO Beuro

Leave a Comment