News

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ଵାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥର ପାସ ହାର ରହିଛି ୪୪.୧୫ ପ୍ରତିଶତ। ମୋଟ ୨୫ ହଜାର ୧୯୮ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ୩୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥୀମାନେ http://www.bseodisha.ac.in/ ରେ ନିଜ ରେଜଲ୍ଟ ଦେଖିପାରିବେ। ପରୀକ୍ଷାର୍ଥୀ ନିଜ ରୋଲ ନଂ ଦେଇ ନିଜ ରେଜଲ୍ଟ ଜାଣିପାରିବେ। ନଚେତ୍ ମୋବାଇଲରେ OR ୧୦ ସ୍ପେଶ ରୋଲ ନଂ ଲେଖି ୫୬୭୬୭୫୦କୁ ପଠାଇ ଦେଲେ ରେଜଲ୍ଟ ଆସିଯିବ।

ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁନ୍‌ ୨୨ରୁ ଆରମ୍ଭ ହେଇ ଜୁନ୍‌ ୨୯ରେ ଶେଷ ହୋଇଥିଲା।ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରାଜ୍ୟରେ ୧୦୦ଟି କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଆରମ୍ଭ ହେବାର ଗୋଟିଏ ମାସ ମଧ୍ୟରେ ଫଳ ପ୍ରକାଶ କରାଯାଇଛି। ସପ୍ଲିମେଣ୍ଟାରି ପରୀକ୍ଷାଫଳ ସହିତ ବାର୍ଷିକ ମାଟ୍ରିକ ପରୀକ୍ଷା-୨୦୧୮ର ରିଚେକିଂ ଓ ରିଆଡିସନ ଫଳ ମଧ୍ୟ ଆଜି ପ୍ରକାଶ କରାଯାଇଛି।

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫% ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫% bse

ପଢନ୍ତୁ; ୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ହେଡଲିଙ୍କ ଉପରେ ଆକ୍ରମଣ

Related posts

ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି : ଦୋଷୀଙ୍କୁ ଦଣ୍ଡ ମିଳିବ

ENO Beuro

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

ENO Beuro

ବଢିଲା ଆମଦାନୀ ଶୁଳ୍କ: ମହଙ୍ଗା ହେବ ଏସି ,ଫ୍ରିଜ୍ଜ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More