• Home
  • Entertainment
  • ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ
Entertainment

ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ

ରଙ୍ଗବତୀ ପରେ ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ ସାମୁଏଲ ସିଂ। ଗତ ୧୨ ତାରିଖରେ ରିଲିଜ ହୋଇଥିଲା ଓଡିଆ ଫିଲ୍ମ “ଟୋକାଟା ଫସିଗଲା”ର ଲୋକପ୍ରିୟ ଗୀତ “ସବୁ ମାୟାରେ ବାୟା”କୁ ଗତକାଲି ସନ୍ଧ୍ୟାରେ ଗାଇ ତାକୁ ୟୁଟ୍ଯୂବ ରେ ଅପଲୋଡ କରିଛନ୍ତି ଏହି କଣ୍ଠଶିଳ୍ପୀ ଜଣଙ୍କ।

ସୂଚନାଯୋଗ୍ୟ,ନିକଟରେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ଟାଇଗର ଶ୍ରଫ। ଏହି ବ୍ୟକ୍ତି ‘ରଙ୍ଗବତି’ ଗାଇ ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ । ସେହିଭଳି ସେ ଏବେ ‘ମାୟା ରେ ବାୟା’ଗୀତକୁ ଗାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ singh

ପଢନ୍ତୁ; ଲାଇଭ୍ ସୋ’ରେ ମହିଳାଙ୍କୁ ପିଟି ମୌଲାନା ଗିରଫ

Related posts

Aekalavya Samman Festival Season 9 Of Lasyakala By Founder Saswat Joshi

Krishna Kumar Manoj

ସୋନିଆ ଗାନ୍ଧୀଙ୍କ ଭୂମିକାରେ ଆସିବେ ଜର୍ମାନୀ ନାୟିକା

Krishna Kumar Manoj

ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More